ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

କେହି ଆସିଲେନି କି ଗଲେନି : ସୋମବାର ଝାରସୁଗୁଡ଼ାରୁ ୨ ଉଡାଣ ବାତିଲ

ଝାରସୁଗୁଡ଼ା : ଝାରସୁଗୁଡ଼ାଠାରେ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦରକୁ ଗତ ୨୨ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ। ଏହି ବିମାନ ବନ୍ଦରରୁ ଉଡ଼ାନ୍‌ ଯୋଜନାରେ ପ୍ରଥମ ବିମାନ ରାୟପୁର ଅଭିମୁଖେ ଉଡ଼ିବାର ଶୁଭାରମ୍ଭ କରିଥିଲା। ଏଥିରେ ଝାରସୁଗୁଡ଼ାର ୮ ଜଣ ଛାତ୍ରଛାତ୍ରୀ ଓ ୩ ଜଣ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ଗଛରେ ପିଟି ହେବାରୁ ଜଳିଗଲା କାର, ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି

ଝାରସୁଗୁଡ଼ା: ଗଛରେ ପିଟି ହେବାରୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳରେ ରବିବାର ଗୋଟିଏ କାର ସଂପୂର୍ଣ୍ଣ ରୂପେ ଜଳି ଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ ରେଙ୍ଗାଲି ଥାନା ଅନ୍ତର୍ଗତ ମଚିଣ୍ଡା ନିକଟ ଇନ୍ଦ୍ରପୁର ବଜାର ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି। ଦ୍ରୁତ ଗତିରେ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଖୋଲା ଆକ୍ରମଣ

ଝାରସୁଗୁଡା/ତାଳଚେର : ଓଡ଼ିଶା ସରକାର ଦୁର୍ନୀତିଗ୍ରସ୍ତ। ପଛୁଆ। ଦିଲ୍ଲୀରେ ଥାଇ ଏ ସରକାରଙ୍କୁ ଉଠାଇବାକୁ ପଡ଼ୁଛି। ରାଜ୍ୟର ବିକାଶ ହେଉ, ସେ ଚିନ୍ତା ଏ ସରକାରର ନାହିଁ। ଏଠି କାଗଜ କଲମରେ ପ୍ରଗତି ଚାଲିଛି। ଆଜି ଝାରସୁଗୁଡା ଓ ତାଳଚେରରେ ଦୁଇଟି ଜନ ସଭାରେ ବିଜେପି କର୍ମୀଙ୍କୁ ସମ୍ବୋଧିତ…
ଅଧିକ ଖବର ଦେଖନ୍ତୁ...

ପ୍ରଥମେ ଉଡ଼ିଲେ ଆଶ୍ରମ ସ୍କୁଲ ଛାତ୍ରଛାତ୍ରୀ

ଝାରସୁଗୁଡ଼ା : ଏଠାରୁ ଏୟାର ଓଡ଼ିଶାର ପ୍ରଥମ ବିମାନ ଉଡ଼ାଣକୁ ଆଜି ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବା ପରେ ବିମାନଟି ରାୟପୁର ଅଭିମୁଖେ ଯାତ୍ରା କରିଥିଲା। ତେବେ ବିମାନର ପ୍ରଥମ ଯାତ୍ରୀ ଥିଲେ ବେହେରାମାଲ ଆଶ୍ରମ ସ୍କୁଲର ୭ ଜଣ ଛାତ୍ରଛାତ୍ରୀ ଓ ବୁରୋମାଲ ସ୍ୱତନ୍ତ୍ର ଦିବ୍ୟାଙ୍ଗ ସ୍କୁଲର ଜଣେ…
ଅଧିକ ଖବର ଦେଖନ୍ତୁ...

ଲୋକାର୍ପିତ ହେଲା ଝାରସୁଗୁଡ଼ା ବିମାନବନ୍ଦର : ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା

ଝାରସୁଗୁଡା : ଝାରସୁଗୁଡା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଉ। ଏମିତି ଦାବି କଲେ ନବୀନ। ଆଉ ଶିଳ୍ପନଗରୀ ଝାରସୁଗୁଡ଼ାରେ ନବନିର୍ମିତ ବିମାନବନ୍ଦର ଏବଂ ବିମାନ ଉଡ଼ାଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦ୍‌ଘାଟନ କରିବା ଛଳରେ ମୁଖ୍ୟମନ୍ତ୍ରୀଙ୍କର ଏହି ଦାବିକୁ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଗସ୍ତରେ ବିଜେପି ଉତ୍ସାହିତ:ଲମ୍ବୁଛି ଆଶାୟୀଙ୍କ ଧାଡ଼ି

ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ଗସ୍ତ ବିଧାୟକ ଆଶାୟୀ ପ୍ରାର୍ଥୀଙ୍କୁ ଉତ୍ସାହିତ କରିଛି। ଜିଲ୍ଲାର ଦୁଇଟି ନିର୍ବାଚନମଣ୍ଡଳୀ ସମେତ ପଶ୍ଚିମ ଓଡ଼ିଶାର ୧୯ଟି ବିଧାନସଭା ନିର୍ବାଚନମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଏଠାରେ ବହୁ ଦିନ ହେଲା ଡେରା ପକାଇଛନ୍ତି। କିଏ…
ଅଧିକ ଖବର ଦେଖନ୍ତୁ...

‘ବିମାନ ବନ୍ଦର ଉଦ୍‌ଘାଟନ କାଯ୍ୟର୍କ୍ରମକୁ ନେଇ ବିଜେପି ରାଜନୀତି କରୁଛି’:‘ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୩୬୨ କୋଟି’

ଝାରସୁଗୁଡ଼ା: ଝାରସୁଗୁଡ଼ାଠାରେ ଆସନ୍ତା ୨୨ ତାରିଖ ଦିନ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଉଦ୍‌ଘାଟନ କାଯ୍ୟର୍କ୍ରମ ଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ତେବେ ଏହାକୁ ବିଜେପି ରାଜନୀତିକରଣ କରୁଛି ବୋଲି ଝାରସୁଗୁଡ଼ା ଜିଲ୍ଲା ବିଜେଡ଼ି ପକ୍ଷରୁ ଏକ ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଗସ୍ତ ପ୍ରସ୍ତୁତି ସମୀକ୍ଷା କଲେ ଧର୍ମେନ୍ଦ୍ର ଓ ଜୁଏଲ

ଝାରସୁଗୁଡ଼ା : ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝାରସୁଗୁଡ଼ା ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ତଦାରଖ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ। ଉଭୟ କେନ୍ଦ୍ରମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ

ଝାରସୁଗୁଡ଼ା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝାରସୁଗୁଡ଼ା ଓ ତାଳଚେର ଗସ୍ତ କାଯ୍ୟର୍କ୍ରମ ଚୂଡ଼ାନ୍ତ ହୋଇଛି। ଆସନ୍ତା ୨୨ ତାରିଖରେ ମୋଦୀ ନୂଆଦିଲ୍ଲୀରୁ ବାୟୁସେନାର ଏକ ବିମାନରେ ସକାଳ ୬ଟା ୫୦ରେ ବାହାରି ଭୁବନେଶ୍ୱରରେ ୮.୫୫ରେ ପହଞ୍ଚିବେ। ଭୁବନେଶ୍ୱରରୁ ଏକ ଏମ୍‌ଆଇ-୮/୧୭ ହେଲିକପ୍‌ଟର…
ଅଧିକ ଖବର ଦେଖନ୍ତୁ...

ମୁମୂର୍ଷୁ ଅବସ୍ଥାରେ ମଖନା ହାତୀ

କୋଲାବିରା : ଝାରସୁଗୁଡା ବନଖଣ୍ଡର ଅବହେଳା ଏବଂ ଉଦସୀନତା ମଧ୍ୟରେ ଚିକିତ୍ସାରୁ ବଂଚିତ ‘ମଖନା ହାତୀ’ ଏବେ ଆସନ୍ନ ମୃତ୍ୟୁ ଅପେକ୍ଷାରେ ରହିଛି। ଦାନ୍ତ ନଥିବା ଏହି ହାତୀଟି ଦୁଇ ମାସ ହେଲା ଛୋଟେଇ ଛୋଟେଇ କୋଲାବିରା ରେଞ୍ଜର ବିଭିନ୍ନ ଗ୍ରାମ୍ୟ ଜଙ୍ଗଲରେ ଘୂରି ବୁଲୁଥିଲା। ଏହାର ପଛ ଦୁଇଗୋଡ଼…
ଅଧିକ ଖବର ଦେଖନ୍ତୁ...