ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

୧୦ରୁ ଝାରସୁଗୁଡ଼ାରୁ କୋଲକାତା ଓ ବିଶାଖାପାଟଣାକୁ ବିମାନ

ଝାରସୁଗୁଡ଼ା : ଆସନ୍ତା ୧୦ ତାରିଖରୁ ଝାରସୁଗୁଡ଼ା ଭିଏସଏସ ବିମାନ ବନ୍ଦରରୁ କୋଲକାତା ଓ ବିଶାଖାପାଟଣାକୁ ସ୍ପାଇସ୍‌ ଜେଟ୍‌ର ନୂଆ ବିମାନ ଉଡ଼ିବ। ଏହାସହିତ ଗତବର୍ଷରୁ ବନ୍ଦଥିବା ଚେନ୍ନାଇ ଓ ବେଙ୍ଗାଲୁରୁ ବିମାନ ସେବା ମଧ୍ୟ ଆରମ୍ଭ ହେବ। ସପ୍ତାହରେ ଚେନ୍ନାଇକୁ ୩ ଦିନ ଓ ବେଙ୍ଗାଲୁରୁକୁ ୪ ଦିନ…
ଅଧିକ ଖବର ଦେଖନ୍ତୁ...

ବ୍ରାଉନ୍‌ସୁଗର ଜବତ, ୨ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ପୁଲିସ ଶନିବାର ୨୦.୫ ଗ୍ରାମ ବ୍ରାଉନସୁଗର ଜବତ କରିଥିବା ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ପ୍ଲାଣ୍ଟସାଇଡ୍‌ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲିର ଇର୍ସାଦ ଖାନ୍(୨୦) ଓ ଝାରସୁଗୁଡ଼ା ଥାନା ମଙ୍ଗଳବଜାର ହନୁମାନ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

କଲମା ବ୍ୟାରେଜର ସମସ୍ତ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ଝାରସୁଗୁଡ଼ା : ଛତିଶଗଡ଼ରେ ଲଗାଣ ବର୍ଷା ପରେ ମହାନଦୀର ଉପରମୁଣ୍ଡରୁ ଜଳପ୍ରବାହ ଯଥେଷ୍ଟ ବୃଦ୍ଧି ପାଇଛି। ଏହାକୁ ଆଖି ଆଗରେ ରଖି ଛତିଶଗଡ଼ ସରକାର ୨ ଦିନ ହେବ କଲମା ବ୍ୟାରେଜର ସମସ୍ତ ୬୬ଟି ଯାକ ଗେଟ୍‌ ଖୋଲି ମହାନଦୀକୁ ଜଳ ନିଷ୍କାସନ ଆରମ୍ଭ କରିଛନ୍ତି। କଲମାର ଗେଟ୍‌ ଖୋଲିବା ଯୋଗୁ ଶନିବାର…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ ବଚସା​ରୁ ବିଭତ୍ସ ହତ୍ୟାକାଣ୍ଡ

ଝାରସୁଗୁଡ଼ା : ସାମାନ୍ୟ ବଚସାରୁ ବିଭତ୍ସ ହତ୍ୟାକାଣ୍ଡ। ଝାରସୁଗୁଡ଼ା ସହରର ବିଟିଏମ୍‌ ଛକରେ ଆଜି ସନ୍ଧ୍ୟାରେ ସାମାନ୍ୟ କଥାକୁ ନେଇ ଚିକେନ୍‌ ଦୋକାନ କରିଥିବା ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ରିକ୍ସାପଡ଼ାର ସୀତାରାମ ବନ୍‌ଛୋର(୬୦) ଓ ତାଙ୍କ ପୁତୁରା ବିଜୟ ବେହେରାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

କଲ୍‌ମା ବ୍ୟାରେଜ୍‌ର ଖୋଲିଲା ସମସ୍ତ ୬୬ ଗେଟ୍‌

ଝାରସୁଗୁଡ଼ା : ଛତିଶଗଡ଼ରେ ସପ୍ତାହେ ଧରି ଲଗାଣ ବର୍ଷା ପରେ ମହାନଦୀର ଉପରମୁଣ୍ଡରୁ ଜଳପ୍ରବାହ ଯଥେଷ୍ଟ ବୃଦ୍ଧି ପାଇଛି। ଏହାକୁ ଆଖି ଆଗରେ ରଖି ଛତିଶଗଡ଼ ସରକାର କଲମା ବ୍ୟାରେଜର ସମସ୍ତ ୬୬ଟି ଯାକ ଗେଟ୍‌ ଦେଇ ଗତକାଲି ରାତିରୁ ମହାନଦୀକୁ ଜଳ ନିଷ୍କାସନ ଆରମ୍ଭ କରିଛନ୍ତି। ଶୁକ୍ରବାର ସକାଳ ୯ଟା…
ଅଧିକ ଖବର ଦେଖନ୍ତୁ...

କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲା

ଝାରସୁଗୁଡ଼ା: ଛତିଶଗଡ଼ରେ ସପ୍ତାହେ ଧରି ଲଗାଣ ବର୍ଷା ପରେ ମହାନଦୀର ଉପରମୁଣ୍ଡରୁ ଜଳପ୍ରବାହ ଯଥେଷ୍ଟ ବୃଦ୍ଧି ପାଇଛି। ଏହାକୁ ଆଖି ଆଗରେ ରଖି ଛତିଶଗଡ଼ ସରକାର କଲମା ବ୍ୟାରେଜର ସମସ୍ତ ୬୬ଟି ଯାକ ଗେଟ୍‌ ଦେଇ ଗତକାଲି ରାତିରୁ ମହାନଦୀକୁ ଜଳ ନିଷ୍କାସନ ଆରମ୍ଭ କରିଛନ୍ତି। ଶୁକ୍ରବାର ସକାଳ ୯ଟା…
ଅଧିକ ଖବର ଦେଖନ୍ତୁ...

ବେଦାନ୍ତ ଫାଟକ ସମ୍ମୁଖରେ ବଞ୍ଜାରୀବାସୀଙ୍କ ଆନ୍ଦୋଳନ

ଝାରସୁଗୁଡ଼ା : ଦଲାଲ୍‌ ଲଗାଇ ବେଦାନ୍ତ କମ୍ପାନି ଏହାର ପ୍ଲାଣ୍ଟ ଆଖପାଖରେ ଥିବା ଜମି ହଡ଼ପ କରିବାକୁ ଚେଷ୍ଟା କରୁଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଗୁରୁବାର ବଞ୍ଜାରୀ ଗ୍ରାମ ସାହୁପଡ଼ାର ଲୋକେ ବେଦାନ୍ତ ଫାଟକ-୨ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ବେଦାନ୍ତ ଯଦି ଜମି ଅଧିଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ବେଦାନ୍ତ ପାଉଁଶ ପୋଖରୀ ଭୁଶୁଡ଼ିବା ପ୍ରସଙ୍ଗ: ବେଦାନ୍ତ ଅଧିକାରୀଙ୍କୁ ଟାଣି ଗଣମାଧ୍ୟମ ଆଗକୁ ଆଣିଲେ ଲୋକେ

ଝାରସୁଗୁଡ଼ା : ୨୦୧୭ ଅଗଷ୍ଟ ୨୮ରେ ଝାରସୁଗୁଡ଼ାସ୍ଥିତ ବେଦାନ୍ତ କମ୍ପାନିର କାତିକେଲାସ୍ଥିତ ଆସ୍‌ପଣ୍ଡ ଭୁଶୁଡ଼ି ଲୋକଙ୍କ ଘରକୁ ପାଉଁଶ ମିଶ୍ରିତ ବିଷାକ୍ତ ପାଣି ପଶିଥିଲା। ଯଦ୍ବାରା କାତିକେଲାର ପଡ଼ାବାସୀଙ୍କ ସାଧାରଣ ଜନଜୀବନ ବ୍ୟାହତ ହୋଇଥିଲା।  ସେହିଦିନଠାରୁ ଗ୍ରାମବାସୀମାନେ ସମସ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏସ୍‌ଏମ୍‌ସି ପ୍ରସଙ୍ଗରେ ପ୍ରଶାସନର ନିଦ ଭାଙ୍ଗିଲା

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବଡ଼ମାଳସ୍ଥିତ ଏସ୍‌ଏମ୍‌ସି କମ୍ପାନିର କାରନାମା ନେଇ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଗୁରୁବାର ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ବରେ ଏକ ଟିମ୍‌ ଏସ୍‌ଏମ୍‌ସି ପ୍ଲାଣ୍ଟ ଓ ଏହାର ଆଖପାଖ ଅଞ୍ଚଳ…
ଅଧିକ ଖବର ଦେଖନ୍ତୁ...

ହଟିଆ-ଝାରସୁଗୁଡ଼ା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ବାମରା: ହଟିଆ- ଝାରସୁଗୁଡ଼ା ଏକ୍ସପ୍ରେସ ଟ୍ରେନର ଏକ ବଗିରେ ନିଆଁ ଲାଗି ଯାଇଥିଲା। ତୁରନ୍ତ ଏହାକୁ ଆୟତ୍ତ କରାଯିବା ଫଳରେ ଏକ ବଡ଼ ଅଘଟଣ ହେବାରୁ ବଞ୍ଚି ଯାଇଥିଲା। ସୂଚନା ଅନୁସାରେ, ଗତ ରାତିରେ ହଟିଆରୁ ଝାରସୁଗୁଡ଼ା ଫେରୁଥିବା ଏକ୍ସପ୍ରେସ ଟ୍ରେନ୍‌ର ୬ ନମ୍ବର ବଗିରେ କୌଣସି କାରଣରୁ ନିଆଁ ଲାଗି…
ଅଧିକ ଖବର ଦେଖନ୍ତୁ...