ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ଝାରସୁଗୁଡା ଉପନିର୍ବାଚନ ପାଇଁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା କଂଗ୍ରେସ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଗତିବିଧି ସରଗରମ ହେବାରେ ଲାଗିଛି। ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ପରେ ନାମାଙ୍କନ ଦାଖଲ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରୁ ନିଖୋଜ ନାବାଳକକୁ ବିଳାସପୁରରୁ ଉଦ୍ଧାର କଲା ପୁଲିସ

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ନିଖୋଜ ନାବାଳକକୁ ଛତିଶଗଡ଼ର ବିଳାସପୁରରେ ଠାବ କରାଯାଇଛି। ଏନେଇ ଝାରସୁଗୁଡ଼ା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ କହିଛି ଯେ ଉକ୍ତ ନାବାଳକକୁ କେହି ଅପହରଣ କରି ନ ଥିଲେ, ବରଂ ସେ ନିଜ ଇଚ୍ଛାରେ ଟ୍ରେନରେ ଯାଉଥିଲା। ଏବେ ନାବାଳକକୁ ବିଳାସପୁରରୁ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରୁ ପୁଣି ଜଣେ ନାବାଳକ ଅପହୃତ

ଝାରସୁଗୁଡ଼ା : ଝାରସୁଗୁଡ଼ାର ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲା ସାରାରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ମାମଲା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଜଣେ ନାବାଳକ ଅପହରଣ ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ପୁଲିସ୍‌ ଚିନ୍ତାରେ ଥିବାବେଳେ ଲୋକେ ବି ଆତଙ୍କିତ ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ଅର୍ଜୁନଙ୍କୁ ଖୋଜୁଛି ଷଣ୍ଢ

ଇବ୍‌ଥର୍ମାଲ: ପଶୁ ଓ ମଣିଷ ଭିତରେ ଅନ୍ତରଙ୍ଗ ସଂପର୍କ ଯୁଗ ଯୁଗ ଧରି ରହି ଆସିଛି। ନିଜର ଅନ୍ତରଙ୍ଗ ମାଳିକକୁ ଖୋଜି ନ ପାଇ ଏକ ଷଣ୍ଢ ବିବ୍ରତ ହେବାର ଦୃଶ୍ୟ ଦେଖିବାକୁ ମିଳିଛି ତେଲେନପାଲି ଗାଁରେ। ସୂଚନା ଅନୁସାରେ, ଅର୍ଜୁନ ଶିକାରୀ ଏକ ଷଣ୍ଢ ଧରି ଗୁଁ ଗୁଁ ନାଦିଆ ଜରିଆରେ ଭିକ୍ଷା ବୃତ୍ତି…
ଅଧିକ ଖବର ଦେଖନ୍ତୁ...

ସମର୍ଥ ଅପହରଣ ଓ ହତ୍ୟା ମାମଲା: ସାମ୍ନାକୁ ଆସିଲା ଅଭିଯୁକ୍ତର କଲ୍ ରେକର୍ଡିଂ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲା‌କୁ ୧୦ ଦିନ ବିତିଲାଣି। ଏହି ମାମଲାରେ ପୁଲିସ୍‌ ୩ ଜଣ ଅଭିଯୁକ୍ତ ଝାରସୁଗୁଡ଼ାର ଅମିତ୍ ଶର୍ମା, ଦିନେଶ ଅଗ୍ରୱାଲ ଓ ବୁର୍ଲାର ଗଣେଶ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶନିବାର ଅଭିଯୁକ୍ତର ଟଙ୍କା ମାଗିବା କଲ୍‌…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଝାରସୁଗୁଡ଼ା: ବିମାନବନ୍ଦର ଥାନା ମିଲନ ମାର୍କେଟ୍‌ ସମ୍ମୁଖରେ ରାତି ପ୍ରାୟ ସାଢ଼େ ୯ଟା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ଓଏମ୍‌ପିର ଲୋକବାହାଦୁର ଥାପ୍ପା (୪୮)। ଦୁର୍ଘଟଣା ପରେ ଗାଡ଼ିଟି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଉପରେ ୯୦ ଟଙ୍କା ଫୋପାଡ଼ି ଲୁଟିନେଲେ ୧ ଲକ୍ଷ ୫୮ ହଜାର

ବ୍ରଜରାଜନଗର : ବ୍ରଜରାଜନଗର ଥାନା ଅନ୍ତର୍ଗତ ଇକୋ ପାର୍କ ସମ୍ମୁଖ ରାସ୍ତାରେ ବାଇକ ଆରୋହୀ ସୁଶିଲ ସାହୁଙ୍କଠାରୁ ଅଭିନବ ଢଙ୍ଗରେ ୧ ଲକ୍ଷ ୫୮ ହଜାର ୫ ଶହ ଟଙ୍କା ଲୁଟିନେଲେ ୨ ଦୁର୍ବୃତ୍ତ। ଏ ନେଇ ସୁଶିଲ ବ୍ରଜରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାଟି ଗୁରୁବାର ଅପରାହ୍ନରେ ଘଟିଥିଲା।…
ଅଧିକ ଖବର ଦେଖନ୍ତୁ...

ବେକରେ ରଶି ଲଗାଇ ଯବାନଙ୍କ ଆତ୍ମହତ୍ୟା

ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ଅନ୍ତର୍ଗତ ଓଏସ୍‌ଏପି ଦ୍ବିତୀୟ ବାଟାଲିୟନ୍‌ କ୍ବାର୍ଟର୍ସରେ ଆଜି ଅପରାହ୍ଣରେ ଜଣେ ଯବାନ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ରତ୍ନ ବାହାଦୁର ପୌଡ଼େଲ(୪୬)। ସୂଚନା ପାଇ ଝାରସୁଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ଉପନିର୍ବାଚନ: ୧୨ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେଡି। ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ୧୨ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ  ଦିଆଯାଇଛି। ଦଳ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଝାରସୁଗୁଡ଼ା ପୌର…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଆବୋଲି ସୁନୀଲ ନରୱଣେ

ଝାରସୁଗୁଡ଼ା: ଝାରସୁଗୁଡ଼ାର ନୂତନ ଜିଲ୍ଲାପାଳ ଭାବେ ଆବୋଲି ସୁନୀଲ ନରୱଣେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଗତକାଲି ସୋନପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦେଇ ସେଠାରୁ ନୂତନ କାର୍ଯ୍ୟସ୍ଥଳ (ଝାରସୁଗୁଡ଼ା)କୁ ଯାଇ କାର୍ଯ୍ୟରେ ଯୋଗଦାନ କରିଥିବା ଜଣାଯାଇଛି। ସେ ଜିଲ୍ଲାପାଳ ସରୋଜ କୁମାର…
ଅଧିକ ଖବର ଦେଖନ୍ତୁ...