ଜାଣନ୍ତୁ କେନ୍ଦୁଝର ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ଆସନରେ କେଉଁ ସବୁ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି
‘କେନ୍ଦୁଝର’ ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହା ଅନ୍ତର୍ଗତ ୭ ବିଧାନସଭା ଆସନତେଲକୋଇ,ଘସିପୁରା,ଆନନ୍ଦପୁର,ପାଟଣା,କେନ୍ଦୁଝର,ଚମ୍ପୁଆ ଏବଂ କରଞ୍ଜିଆ ଭୋଟ ଆଜି। ଆସନ୍ତୁ ଜାଣିବା ଏହି ସବୁ କ୍ଷେତ୍ରରେ କେଉଁ ସବୁ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp