ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

କୂଅରେ ଖସିପଡ଼ିଲା ବୋଲେରୋ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଘାଟବାଲିଯୋଡ଼ି ଗ୍ରାମ ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା କୂଅ ଭିତରେ ଖସିପଡ଼ିଛି। ଦୁର୍ଘଟଣାରେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋଲେରୋଟି ଘାଟବାଲିଯୋଡ଼ି ଗ୍ରାମରୁ ଢେଙ୍କିକୋଟ ଅଭିମୁଖେ ଯାଉଥିଲା। ରାସ୍ତା ଉପରକୁ ଏକ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ମିଶିଲେ ବିଧାୟକ ପ୍ରେମାନନ୍ଦ ନାୟକ, ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ଓ ଧାମନଗରର ପୂର୍ବତନ ବିଧାୟକ…

ଭୁବନେଶ୍ବର: ବିଜେଡି ଛାଡ଼ିଥିବା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ଓ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଓରଫ ରାଜୁ ଦାସ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ଏମାନଙ୍କୁ ଦଳୀୟ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମକାରୀ ବାପା ଓ ପୁଅକୁ ସଜା ଶୁଣାଇଲେ କୋର୍ଟ

କେନ୍ଦୁଝର: ନାବାଳିକା ଦୁଷ୍କର୍ମକାରୀ ବାପା ଓ ପୁଅକୁ ସଜା ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ବାପାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଓ ପୁଅକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ସଜା ଶୁଣାଇଛନ୍ତି ସ୍ଵତନ୍ତ୍ର ପୋକସୋ କୋର୍ଟ ।…
ଅଧିକ ଖବର ଦେଖନ୍ତୁ...

ଦୀପକ ଗୁପ୍ତାଙ୍କର ବଡ଼ବିଲ ଘର ଏବଂ କାର୍ଯ୍ୟାଳୟରେ ଇଡିର ଚଢ଼ଉ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଇଡି ପକ୍ଷରୁ ଚଢ଼ଉ ଚାଲିଛି। ଦୀପକ ଗୁପ୍ତାଙ୍କର ବଡ଼ବିଲ ସ୍ଥିତ ଘର ଏବଂ କାର୍ଯ୍ୟାଳୟରେ ଚଢ଼ଉ ଚାଲିଛି। ଖଣି ଦୁର୍ନୀତି ସଂପର୍କୀତ ମାମଲାରେ ଏହି ଚଢ଼ଉ ହେଉଥିବା ସୂଚନା ମିଳିଛି। ଚଢ଼ଉ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି…
ଅଧିକ ଖବର ଦେଖନ୍ତୁ...

ଜନଜାତିଙ୍କ ଉପରେ ଅଧିକ ଗବେଷଣା ହେଉ: ରାଷ୍ଟ୍ରପତି

କେନ୍ଦୁଝର: ଜନଜାତିଙ୍କ ସଂସ୍କୃତି ଓ ପରମ୍ପରା ଉପରେ ଅଧିକ ଗବେଷଣା ହେବା ଆବଶ୍ୟକ। ଆଜି ଧରଣୀଧର ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ଜନଜାତି, ଜନ ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ପାଠଚକ୍ରକୁ ଉଦ୍‌ଘାଟନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। କେନ୍ଦୁଝର ଧରଣୀଧର…
ଅଧିକ ଖବର ଦେଖନ୍ତୁ...

‘କେନ୍ଦୁଝରର ଜନଜାତି: ଲୋକ, ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଉଦଘାଟନ କଲେ…

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧରଣୀଧର ବିଶ୍ୱବିଦ୍ୟାଳୟ ପକ୍ଷରୁ କେନ୍ଦୁଝରର ଗମ୍ଭରିଆ ଠାରେ ଆୟୋଜିତ 'କେନ୍ଦୁଝରର ଜନଜାତି: ଲୋକ, ସଂସ୍କୃତି ଓ ଐତିହ୍ୟ' ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଆଜି ଉଦଘାଟନ କରିଛନ୍ତି। ସେ ମଧ୍ୟ ଏହି ଅବସରରେ ଆଦିବାସୀ ପୋଷାକ, ଗହଣା ଏବଂ ଖାଦ୍ୟକୁ ନେଇ…
ଅଧିକ ଖବର ଦେଖନ୍ତୁ...

ମା’ ତାରିଣୀଙ୍କ ହୁଣ୍ଡି ଚାବି ଗାଏବ: ଥାନାରେ ଅଭିଯୋଗ ନକରି ତାଲା କାଟିଦେଲେ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ମା’ ତାରିଣୀ ପୀଠର ପ୍ରସ୍ଥାନ ଦ୍ବାର ନିକଟରେ ଥିବା ହୁଣ୍ଡିର ଚାବି ଗାଏବ ହୋଇଯାଇଛି। ଏନେଇ ମନ୍ଦିର କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିବା ପରିବର୍ତ୍ତେ ହୁଣ୍ଡି ଗଣତି ଦିନ ତାଲା କାଟି ଟଙ୍କା ବାହାର କରିବାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି। ମା’ ତାରିଣୀ…
ଅଧିକ ଖବର ଦେଖନ୍ତୁ...

ଭୁଶୁଡ଼ିବ ଜୁରୁଡ଼ି ରେଳ ଓଭରବ୍ରିଜ୍‌!

ଯୋଡ଼ା: ପୋଲରେ ଗାତ ହୋଇ ତଳେ ଯାଇଥିବା ରେଳଧାରଣା ଦେଖାଯାଉଛି। ସିମେଣ୍ଟ କଂକ୍ରିଟ ଫାଟି ଲୁହାରଡ଼ ବାହାରିଛି। ରକ୍ଷଣାବେକ୍ଷଣ ଅଭାବରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ଯୋଡ଼ା-ବାମେବାରି ଏକ୍ସପ୍ରେସ୍‌ ରାସ୍ତାର ଜୁରୁଡ଼ି ହାଟପଦା ନିକଟରେ ଥିବା ରେଳବାଇ…
ଅଧିକ ଖବର ଦେଖନ୍ତୁ...

ଅଗମ୍ୟ ଅଞ୍ଚଳ, ଅପହଞ୍ଚ ବିକାଶ: ୪ଟି ପାହାଡ଼ ଚଢ଼ିଲେ ଗାଁରେ ପହଞ୍ଚିବ

କେନ୍ଦୁଝର/ତେଲକୋଇ/ହରିଚନ୍ଦନପୁର: ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାର ଅନେକ ଗାଁକୁ ଏବେ ବି ସବୁଦିନିଆ ରାସ୍ତା ନାହିଁ। କେଉଁଠି ପାହାଡ଼ ଚଢ଼ିବାକୁ ପଡୁଛି ତ ଆଉ କେଉଁଠି ନଈନାଳ ପାର ହେବାକୁ ପଡୁଛି। ଅଗମ୍ୟ ଅଞ୍ଚଳରେ ବିକାଶ ବି ବାଟବଣା। ଯୋଜନ ଦୂରରେ ଯୋଜନା। ବିଶେଷ କରି କେନ୍ଦୁଝର…
ଅଧିକ ଖବର ଦେଖନ୍ତୁ...

ଶେଷ ପର୍ଯ୍ୟାୟରେ ଧାନକିଣା: ମଣ୍ଡିକୁ ଆସିଲେନି ୧୯ ହଜାର ଚାଷୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଧାନକିଣା ଶେଷ ପର୍ଯ୍ୟାୟ‌ରେ ପହଞ୍ଚିଛି। ଧାର୍ଯ୍ୟଲକ୍ଷ୍ୟର ୯୫ ପ୍ରତିଶତ ଧାନକିଣା ହେଲାଣି। ଆଉ ଦିନ କେଇଟା ପରେ ମଣ୍ଡି ବନ୍ଦ ହେବ। ଏଭଳି ସ୍ଥିତିରେ ଏବେ ବି କେନ୍ଦୁଝର ଜିଲ୍ଲାରେ ୧୯ ହଜାର ଚାଷୀ ମଣ୍ଡି ବାରଣ୍ଡା ମାଡ଼ି ନଥିବା ଜଣାପଡ଼ିଛି। ଧାନ ବିକିବା ପାଇଁ…
ଅଧିକ ଖବର ଦେଖନ୍ତୁ...