ନୀଳଗିରି: କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନୀଳଗିରି: ଆଜି ସକାଳେ  ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ  ଆଡ଼ିଆଖୁଣ୍ଟା ଗ୍ରାମର ଶ୍ୟାମ ସୁନ୍ଦର ସିଂହ(୩୬ ବର୍ଷ)ଙ୍କର ମୃତଦେହ ଗାଁ ମୁଣ୍ଡରେ ଥିବା ଏକ ଖଣ୍ଡିିଆ କୂଅ ଭିତରୁ ଉଦ୍ଧାର କରାଯାଇଛି। କେଉଁ ପରିସ୍ଥିତିରେ ଓ କିପରି ଶ୍ରୀ ସିଂହଙ୍କର ମୃତ୍ୟୁ ଘଟିଲା ତାହା ଜଣାପଡ଼ି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇର୍ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର