ଯାଜପୁର: ମଦଦେକାନ ଖୋଲିବା ପ୍ରତିବାଦରେ ମହିଳାଙ୍କ ଜାତୀୟ ରାଜପଥ ଅବରୋଧ

0 199

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଦଳଗାଁ ଛକରେ ମଦଦୋକାନକଚୁ ବିରୋଧ କରି ମହିଳା ମାନେ ୫୩ ନମ୍ବର ଜାତୀୟ ରାଜପଥ(ଚଣ୍ଡିଖୋଲ- ଦୈତାରୀ) ଅବରୋଧ କରିଛନ୍ତି। ଗତ ୧୫ ଦିନ ହେବ ମହିଳାମାନେ ମଦଦୋକାନ ଖୋଲିବାକୁ ବିରୋଧ କରି ଆନ୍ଦୋଳନ ଚଳାଇଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ଆନ୍ଦୋଳନକୁ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ କରି ମହିଳାମାନେ ଜାତୀୟ ରାଜପଥକୁ ଆଜି ଅବରୋଧ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.