ଅନୁଗୁଳ: ବସ-ଅଟୋ ଧକ୍କା, ୧ ମୃତ, ୨ ଆହତ

0 59

ଅନୁଗୁଳ: ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ସହର ଉପକଣ୍ଠର ହୁଲୁରିସିଂହା ନିକଟରେ ଏକ ବସ ଓ ଅଟୋ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଜଣକ ହେଉଛନ୍ତି ଏସ କେ ପୃଷ୍ଟି ଓ ତାଙ୍କ ଘର ଯାଜପୁର। ଆହତଦ୍ୱୟ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.