୨୦ରେ ପାଟକୁରା ଭୋଟ, ଭୋଟରଙ୍କ ପାଇଁ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର: ଦୁଇ ଦିନ ପରେ ଅର୍ଥାତ ଜୁଲାଇ ୨୦ରେ ପାଟକୁରା ବିଧାନସଭା ଆସନରେ ମତଦାନ ହେବ। ଏଥି ପାଇଁ ସରକାର ୨୦ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ପାଟକୁରାର ସବୁ ଶିଳ୍ପସଂସ୍ଥା, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଛୁଟି ରହିବ। ନିର୍ବାଚନ ଦିନଟିକୁ ସବୈତନିକ ଛୁଟି ଦିବସ ଭାବେ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର