ମିଳିଲା ବିରଳ ଶିବଲିଙ୍ଗ

ଚାରିଛକ: ନିକଟସ୍ଥ ତମ୍ପାଳୋ ପ˚ଚାୟତ ଅନ୍ତର୍ଗତ ଆଶାପୂରଣ ଗ୍ରାମର ଆଖଣ୍ଡଳେଶ୍ବର ମନ୍ଦିର ପ୍ରାଙ୍ଗଣରୁ ଗତ ୫ ତାରିଖ ଦିନ ଏକ ଓସ୍ତଗଛ କଟାଯାଉଥିବା ସମୟରେ ଗଛଭିତରୁ ଏକ ବିରଳ ଶିବଲିଙ୍ଗ ମଳିଛି। ଏହି ଶିବଲିଙ୍ଗକୁ ଆଖଣ୍ଡଳେଶ୍ବର ମନ୍ଦିରରେ ରଖାଯାଇ ପୂଜାର୍ଚ୍ଚନା କରାଯାଉଛି

ସମ୍ବନ୍ଧିତ ଖବର