ହେମା ଦାମୀ ଶାଢ଼ୀ ଏବଂ ଗହଣା ପିନ୍ଧି ଖେତରେ ଦା’ ଧରି କାମ କରିବା ଫୋଟୋ

ମଥୁରା ଲୋକସଭା ଆସନର ବିଜେପି ପ୍ରାର୍ଥୀ ହେମା ମାଳିନୀ ପ୍ରଚାର ଆରମ୍ଭରୁ ହିଁ ବିବାଦରେ ଛନ୍ଦି ହୋଇଛନ୍ତି I ହେମା ଦାମୀ ଶାଢ଼ୀ ଏବଂ ଗହଣା ପିନ୍ଧି ଖେତରେ ଦା’ ଧରି କାମ କରିବା ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସମାଲୋଚନାର ଶିକାର ହୋଇଛନ୍ତି। ଅନେକ ବ୍ୟକ୍ତି ‘ଡ୍ରାମା ବହୁତ ହୋଇଗଲା’ ବୋଲି ମନ୍ତବ୍ୟ ଦେଇଛନ୍ତି I

ସମ୍ବନ୍ଧିତ ଖବର