ଆଇଜଲ୍: ନଭେମ୍ବର ୨୮ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ମିଜୋରାମ ବିଧାନସଭା ନିର୍ବାଚନର ଭୋଟ ଗଣତି ନିର୍ଦ୍ଧାରିତ ସମୟ ସକାଳ ୮ଟାରେ ଆରମ୍ଭ ହୋଇଛି। ୪୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାର ଭୋଟ୍ ଗଣତି ୧୩ଟି ଗଣନ କେନ୍ଦ୍ରର ୪୦ ଟି ହଲ୍ରେ ଚାଲିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସର୍ବଶେଷ ବିବରଣୀ ଅନୁସାରେ, କଂଗ୍ରେସ ୧୪, ଏମ୍ଏନ୍ଏଫ୍ ୨୩, ବିଜେପି, ୦ ଓ ଅନ୍ୟାନ୍ୟ ୨ଟି ଆସନରେ ଆଗୁଆ ଅଛନ୍ତି।