ରାଜୀବଙ୍କୁ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୨୮ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତେବେ ଏଥିପାଇଁ ମୋଦୀ ଟ୍ୱିଟର୍‌କୁ ବ୍ୟବହାର କରିଛନ୍ତି। ନିର୍ବାଚନ ବେଳେ ମୋଦୀ ରାଜୀବଙ୍କ ବିଷୟରେ କଟୁ ମନ୍ତବ୍ୟ ଦେଇ କଂଗ୍ରେସ ନେତାଙ୍କ ସମାଲୋଚନାର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର