ଦେଶର ସମସ୍ତ ଜିଲ୍ଲା ହସ୍ପିଟାଲର ର‍୍ୟାକିଂ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ନିତି ଆୟୋଗ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ମିଳିତ ସହଯୋଗରେ ଦେଶର ୭୦୦ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟଗୁୁଡ଼ିକର ର‍୍ୟାକିଂ କରିବା କାର୍ଯ୍ୟ ଆରମ୍ଭ କରିବ। ଏହାଦ୍ୱରା ବାସ୍ତବରେ ଜିଲ୍ଲା ହସ୍ପିଟାଲଗୁଡ଼ିକ ସନ୍ତୋଷଜନକ ସ୍ଥିତିରେ ଅଛି ନା ନାହିଁ ତାହା ଜଣାପଡ଼ିବ ଡାକ୍ତରଖାନାଗୁୁଡ଼ିକର ଆବଶ୍ୟକ ଭିତ୍ତିଭୂମି, ଡାକ୍ତରମାନଙ୍କ ସଂଖ୍ୟା, ଆବଶ୍ୟକ ଉପକରଣ, ଚିକିତ୍ସାର ଗୁଣବତ୍ତା ଭଳି କିଛି ମାପକାଠିକୁ ନେଇ ଏହି ର‍୍ୟାକିଂ କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର