ଶ୍ରୀନଗର: ଜମ୍ମୁ କଶ୍ମୀର କୁପ୍ଓ୍ଵାଡ଼ା ଜିଲ୍ଲା ଟଙ୍ଗଧାର ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ଆଜି ଭାରତୀୟ ସେନାବାହିନୀ ପାକ୍ ରେଞ୍ଜର୍ସଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛନ୍ତି। ଭାରତୀୟ ସେନା ଗୁଳିରେ ୨ ଜଣ ପାକ୍ ରେଞ୍ଜର୍ସ ନିହତ ହୋଇଛନ୍ତି।

ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର