୨ ପାକ୍‌ ରେଞ୍ଜର୍ସ ନିହତ

0 40

ଶ୍ରୀନଗର: ଜମ୍ମୁ କଶ୍ମୀର କୁପ୍‌ଓ୍ଵାଡ଼ା ଜିଲ୍ଲା ଟଙ୍ଗଧାର ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ଆଜି ଭାରତୀୟ ସେନାବାହିନୀ ପାକ୍‌ ରେଞ୍ଜର୍ସଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛନ୍ତି। ଭାରତୀୟ ସେନା ଗୁଳିରେ ୨ ଜଣ ପାକ୍‌ ରେଞ୍ଜର୍ସ ନିହତ ହୋଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.