ଓଡ଼ିଶା ହକି ବିଶ୍ୱକପ୍‌ ପାଇଁ ଆସନ୍ତାକାଲି ଠାରୁ ମିଳିବ କାଉଣ୍ଟର ଟିକେଟ୍‌

ଭୁବନେଶ୍ୱର: ଓଡ଼ିଶା ହକି ବିଶ୍ୱକପ୍‌ ପାଇଁ ସୋମବାର ଠାରୁ କାଉଣ୍ଟର ଟିକେଟ୍‌ ମିଳିବ। କଳିଙ୍ଗ ଷ୍ଟାଡିୟମ୍‌ର ଗେଟ୍‌ ନମ୍ବର ୯ରେ ଏହି ଟିକେଟ ବିକ୍ରି ହେବ। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ହକି ପ୍ରେମୀ ଟିକେଟ୍‌ କିଣିପାରିବେ। ପୁରୁଷ ହକି ବିଶ୍ୱକପ୍‌ ନଭେମ୍ବର ୨୮ରେ ଉଦ୍‌ଘାଟନ ହେବାକୁ ଥିବା ବେଳେ ଡିସେମ୍ବର ୧୬ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର