ମେଷ: ପୂଜାପାଠରେ ସମୟ ବିତିବ। ଅପରିଚିତ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ପାଇବେ। ବେପାରୀଙ୍କୁ ଧନଲାଭ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ନିଜକୁ ଏକୁଟିଆ ଅନୁଭବ କରିବେ। ମିତ୍ରଙ୍କ ଠାରୁ ଖୁସି ଖବର ମିଳିପାରେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ବେପାରରେ ଉନ୍ନତି।
ମିଥୁନ: ଦିନଟି ଭଲରେ କଟିବ। ବ୍ୟବସାୟରେ ନୂଆ ସଉଦା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।
କର୍କଟ: ନମ୍ର ସ୍ବଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ସରକାରୀ ନେଣଦେଣରୁ ଲାଭ ପାଇବେ। କୋର୍ଟ-କଚେରି ମାମଲାରେ ବିଜୟୀ ହେେବ।
ସି˚ହ: ନିଜକୁ ସୁସ୍ଥ ଓ ସତେଜ ଅନୁଭବ କରିବେ। ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ। ଚାକିରିଆଙ୍କୁ ଲାଭ ମିଳିପାରେ।
କନ୍ୟା: ମିତ୍ରଙ୍କୁ ସାହାଯ୍ୟ କରିବାର ସୁଯୋଗ ମିଳିବ। ଅଫିସରେ ନିଜର ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।
ତୁଳା: ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କୁ ଫାଇଦା ଦେବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ।
ବିଛା: କ୍ୟାରିଅରରେ ଉନ୍ନତି ଲାଗି ଭଲ ଦିନଟିଏ। ନୂଆ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା। କୌଣସି କାମ ଆରମ୍ଭ ଲାଗି ଯୋଜନା କରିପାରନ୍ତି।
ଧନୁ: ମନୋବଳରୁ କାର୍ଯ୍ୟରେ ସଫଳତା। ଅଫିସ କାମରେ ସକ୍ରିୟ ରହିବେ। କୋର୍ଟ-କଚେରି ମାମଲା ଆପଣଙ୍କ ପକ୍ଷରେ ହେବ।
ମକର: ଧାର୍ମିକ କାର୍ଯ୍ୟରେ ରୁଚି। ପାରିବାରିକ ଅଶାନ୍ତି ଦୂର ହେବ। କୌଣସି ରଚନାତ୍ମକ କାମରୁ ଧନଲାଭର ସୁଯୋଗ।
କୁମ୍ଭ: ଅଂଶୀଦାରଙ୍କ ସଙ୍ଗରେ ରହି କାମ କରିେବ। ଅଚାନକ ଧନପ୍ରାପ୍ତି। ଗଳ୍ପ, କବିତା ଆଦିରେ ମହିଳାଙ୍କ ରୁଚି ବଢ଼ିବ। ପ୍ରେମରେ ସଫଳତା।
ମୀନ: ଜୀବନରେ ନୂଆ ପରିବର୍ତ୍ତନ। ଭାବି ଥିବା ସବୁ କାମ ପୂରା ହୋଇଯିବ। ଅନ୍ୟମାନଙ୍କ ପାଇଁ ବିଶ୍ବାସଭାଜନ ହେବେ। ଲେଖକଙ୍କ ଲାଗି ଦିନଟି ଭଲ।