ଏହି ୧୦ଟି ଦେଶ ପୃଥିବୀର ସବୁଠାରୁ ଶାନ୍ତିପ୍ରିୟ

ପ୍ରଥମରେ ରହିଛି ଆଇସ୍‌ଲ୍ୟାଣ୍ଡ୍‌

କିଏ ବା ନଚାହେଁ ଶାନ୍ତିରେ ରହିବାକୁ? ସଂପ୍ରତି ଇନ୍‌ଷ୍ଟିଚ୍ୟୁଟ ଅଫ ଇକୋନମିକ୍‌ସ ପକ୍ଷରୁ ଗ୍ଲୋବାଲ ପିସ ଇଣ୍ଡେକ୍ସ (ଜିପିଆଇ) ଆଧାରରେ କେଉଁ ଦେଶ ବସବାସ କରିବାକୁ କେତେ ଶାନ୍ତ ବାତାବରଣ ପ୍ରଦାନ କରେ ତାହାର ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକା ଆଧାରରେ ଆସନ୍ତୁ ଜାଣିବା ବିଶ୍ୱର ଶ୍ରେଷ୍ଠ ୧୦ଟି ଶାନ୍ତ ଜୀବନଯାପନ ଉପଲବ୍ଧ ହେଉଥିବା ଦେଶ ସଂପର୍କରେ ଓ ସେମାନଙ୍କର ଜିପିଆଇ କେତେ।

 

Source: themysteriousworld.com
ସମ୍ବନ୍ଧିତ ଖବର