ଢେଙ୍କାନାଳ ସାଇ ବିଜେତା

ପାଇକମାଳ: ରାଜବୋଡ଼ାସମ୍ବର ସ୍ପୋର୍ଟିଂ କ୍ଲବ୍‌ ପକ୍ଷରୁ ଚାଲିଥିବା ଦ୍ୱିତୀୟ ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଫାଇନାଲ୍‌ରେ ଢେଙ୍କାନାଳ ସାଇ ଛାତ୍ରାବାସ ୧୩-୧୧ରେ ଯାଜପୁରକୁ ହରାଇ ବିଜେତା ହୋଇଛି। ସେମିଫାଇନାଲ୍‌ରେ ଭିଲାଇକୁ ଢେଙ୍କାନାଳ ଏବଂ ଓ ଛତିଶଗଡ଼ ଜାମ୍ବରକୁ ହରାଇ ଯାଜପୁର ଦଳ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ରାଜେଶ ଦେହୁରୀଙ୍କୁ ବେଷ୍ଟ ରାଡର୍‌, ନରେନ୍ଦ୍ର ମାଝୀଙ୍କୁ ବେଷ୍ଟ ଡିଫେଣ୍ଡର ଓ କ୍ୟାଚର୍‌, ଅଭୟ ମାଝୀଙ୍କୁ ବେଷ୍ଟ ଅଲ୍‌ରାଉଣ୍ଡର ପୁରସ୍କାର ଦିଆଯାଇଥିଲା।

ସମ୍ବନ୍ଧିତ ଖବର