Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଘାନାକୁ ହରାଇ ଶୀର୍ଷରେ ଆମେରିକା

ଏସୀୟ କନିଷ୍ଠ ରୋଇଂ ପାଇଁ ୪ ଓଡ଼ିଆ

0 29

କଟକ,: ଅକ୍ଟେବାର ୧୧ତାରିଖରୁ ସିଙ୍ଗାପୁରଠାରେ ଆୟୋଜିତ ଏସୀୟ କନିଷ୍ଠ ରୋଇଂ ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ଓଡ଼ିଶାରୁ ୪ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୋନାଲି ସ୍ୱାଇଁ, ଝରଣା ହସ୍ତି, ଦୀପିକା ଖେସ୍‌ ଓ ରେସ୍‌ମା ମିଞ୍ଜ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

4 × five =