ଭିକ୍ଟରଙ୍କ ସ୍ମରଣୀୟ ଶତକ

ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ସୋମବାର ନିଜର ୧୦୦ତମ ମ୍ୟାଚ୍ ଖେଳିଥିବା ଭିକ୍ଟର ଲକ୍‌ଉଡ ଏହାକୁ ସ୍ମରଣୀୟ କରିଛନ୍ତି। ଦଳର ଏକମାତ୍ର ଗୋଲରେ ସେ ଥିଲେ ପ୍ଲେ ମେକର। ସେଥି ପାଇଁ ଏହି ୨୬ ବର୍ଷୀୟ ତାରକାଙ୍କୁ ଶେଷରେ ମିଳିଥିଲା ଶ୍ରେଷ୍ଠ ଖେଳାଳି ପୁରସ୍କାର। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ତାଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର