ବିଚାରପତିଙ୍କ ଘରେ ସିବିଆଇ ପ୍ରବେଶ ମାମଲା: ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ

0 4

କଟକ: ହାଇକୋର୍ଟର କାର୍ଯ୍ୟରତ ଜଣେ ବିଚାରପତିଙ୍କ ଘର ଭିତରୁକୁ ସିବିଆଇ ଅଧିକାରୀମାନେ ପ୍ରବେଶ କରିବା ନେଇ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ଆଜି ହାଇକୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛି। ହାଇକୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମେତ ସିବିଆଇଙ୍କୁ ନୋଟିସ ଜାରି କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.