ଅତିରିକ୍ତ ସଚିବ ଅବଦୁଲ ଅଲିମ ଖାନ ନିଲମ୍ବିତ LatestLeadingରାଜ୍ୟ By Sambad Digital Last updated Jul 24, 2019 ସେୟାର ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଅବଦୁଲ ଅଲିମ ଖାନଙ୍କୁ ପ୍ରଶାସନିକ କାରଣରୁ ନିଲମ୍ବିତ କରାଯାଇଛି।