ବିଜେପି ପ୍ରାର୍ଥୀ ତାଲିକା

ଲୋକସଭା

୧ କେନ୍ଦୁଝର (ଏସ୍‌ଟି)  – ଅନନ୍ତ ନାଏକ
୨ ବାଲେଶ୍ବର – ପ୍ରତାପ ଷଡଙ୍ଗୀ
୩ ଢେଙ୍କାନାଳ – ରୁଦ୍ରନାରାୟଣ ପାଣି
୪ ବଲାଙ୍ଗୀର – ସଙ୍ଗୀତା କୁମାର ସିଂହ ଦେଓ
୫ ନବରଙ୍ଗପୁର (ଏସ୍‌ଟି) – ବଳଭଦ୍ର ମାଝୀ
୬ କେନ୍ଦ୍ରପଡ଼ା – ବୈଜୟନ୍ତ ପଣ୍ଡା
୭. ଭୁବନେଶ୍ବର – ଅପରାଜିତା ଷଡଙ୍ଗୀ
୮. ଆସ୍କା – ଅନୀତା ପ୍ରିୟଦର୍ଶିନୀ
୯ ବ୍ରହ୍ମପୁର – ଭୃଗୁ ବକ୍ସିପାତ୍ର
୧୦ ବରଗଡ଼ – ସୁରେଶ ପୂଜାରୀ
୧୧ ସମ୍ବଲପୁର – ନୀତେଶ ଗଙ୍ଗଦେବ
୧୨ କଳାହାଣ୍ଡି – ବସନ୍ତ ପଣ୍ଡା
୧୩ ପୁରୀ – ସମ୍ବିତ ପାତ୍ର
୧୪ କୋରାପୁଟ – ଜୟରାମ ପାଙ୍ଗୀ

କ୍ର.ସଂ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ

୧. ପଦ୍ମପୁର  – ପ୍ରଦୀପ ପୁରୋହିତ
୨. ବରଗଡ଼ – ଅଶ୍ବିନୀ ଷଡଙ୍ଗୀ
୩. ଅତାବିରା (ଏସ୍‌ସି) – ମିଲନ୍‌ ସେଠ
୪. ବ୍ରଜରାଜ ନଗର – ରାଧାରାଣୀ ପଣ୍ଡା
୫. ତଲସରା (ଏସ୍‌ଟି) – ଭବାନୀ ଭୋଇ
୬. ସୁନ୍ଦରଗଡ଼ – କୁସୁମ ଟେଟେ
୭. ବୀରମିତ୍ରପୁର (ଏସ୍୍‌ଟି)-  ଶଙ୍କର ଓରାମ
୮. ରଘୁନାଥପାଲି (ଏସ୍‌ସି) – ଜଗବନ୍ଧୁ ବେହେରା
୯. ରାଉରକେଲା – ନିହାର ରାଏ
୧୦. ରାଜଗାଙ୍ଗପୁର (ଏସ୍‌ସି) – ନରସିଂହ ମିଞ୍ଜ
୧୧. ବଣାଇ (ଏସ୍୍‌ଟି) – ଅନିଲ୍ ବାର୍ଲା
୧୨. କୁଚିଣ୍ଡା (ଏସ୍‌ଟି) – ରବିନାରାୟଣ ନାୟକ
୧୩. ରେଙ୍ଗାଳି (ଏସ୍‌ସି) – ନାଉରୀ ନାୟକ
୧୪. ସମ୍ବଲପୁର – ଜୟନାରାୟଣ ମିଶ୍ର
୧୫. ତେଲକୋଇ (ଏସ୍‌ଟି) – ଧନୁଜୟ ସିଦ୍ଧୁ
୧୬. ଘଷିପୁରା – ପୃଥୀରାଜ କହଁର
୧୭. ଆନନ୍ଦପୁର (ଏସ୍‌ସି) – ଭାଗୀରଥି ସେଠୀ
୧୮. ପାଟଣା (ଏସ୍‌ଟି) – ଭବାନୀ ଶଙ୍କର ନାୟକ
୧୯. କେନ୍ଦୁଝର (ଏସ୍‌ଟି) – ମୋହନ ମାଝୀ
୨୦ ଯଶିପୁର (ଏସ୍‌ଟି) – ଗଣେଶରାମ ଖୁଣ୍ଟିଆ
୨୧. ସାରକଣା (ଏସ୍‌ଟି) – ଡକ୍ଟର ବୁଦ୍ଧନ ମୁର୍ମୁ
୨୨. ବାଙ୍ଗିରୀପୋଷୀ (ଏସ୍‌ଟି) – ସୁକୁଡ଼ା ମୁର୍ମୁ
୨୩. କରଞ୍ଜିଆ (ଏସ୍‌ଟି) – ପଦ୍ମଚରଣ ହାଇବ୍ରୁ
୨୪. ଉଦଳା (ଏସ୍‌ଟି) – ଭାଷ୍କର ମ‌େଢ଼ଇ
୨୫. ବଡ଼ସାହି (ଏସ୍‌ସି) – ସନାତନ ବିଜୁଳୀ
୨୬. ବାରିପଦା (ଏସ୍‌ଟି) – ପ୍ରକାଶ ସୋରେନ୍
୨୭. ଜଳେଶ୍ବର – ଜୟନାରାୟଣ ମହାନ୍ତି
୨୮. ବାଲେଶ୍ବର – ମଦନମୋହନ ଦତ୍ତ
୨୯. ରେମୁଣା (ଏସ୍‌ସି) – ଗୋବିନ୍ଦଚନ୍ଦ୍ର ଦାସ
୩୦. ସୋର (ଏସ୍‌ସି) – ରାକେଶ ମଲ୍ଲିକ
୩୧ ସିମୁଳିଆ – ପଦ୍ମଲୋଚନ ପଣ୍ଡା
୩୨ ବାସୁଦେବପୁର – ମାଧବାନନ୍ଦ ମଲ୍ଲିକ
୩୩. ଧାମନଗର (ଏସ୍‌ସି) – ବିଷ୍ଣୁ ସେଠୀ
୩୪ ଚାନ୍ଦବାଲି – ମନମୋହନ ସାମଲ
୩୫ ବିଞ୍ଝାରପୁର (ଏସ୍‌ସି) – ବବିତା ମଲ୍ଲିକ
୩୬ ବରି – ବିଶ୍ବରଂଜନ ମଲ୍ଲିକ
୩୭ ବଡ଼ଚଣା – ଅମର ନାୟକ
୩୮ ଧର୍ମଶାଳା – ତୁଷାର ପରିଡ଼ା
୩୯ ଯାଜପୁର – ଗୌତ୍ତମ ରାଏ
୪୦ କୋରେଇ – ବିଶ୍ବଜିତ ନାୟକ
୪୧ ସୁକିନ୍ଦା – ପ୍ରଦୀପ ବଳସାମନ୍ତ
୪୨ ଢେଙ୍କାନାଳ – କୃଷ୍ଣଚନ୍ଦ୍ର ପାତ୍ର
୪୩ ହିନ୍ଦୋଳ (ଏସ୍‌ସି) – ଅଶୋକ ନାୟକ
୪୪ କାମାକ୍ଷାନଗର – ଶତ୍ରୁଘ୍ନ ଜେନା
୪୫ ପର୍ଜଙ୍ଗ – ବିଭୂତି ପ୍ରଧାନ
୪୬ ପାଳଲହଡ଼ା – ଅଶୋକ ମହାନ୍ତି
୪୭ ତାଳଚେର – କାଳନ୍ଦୀ ସାମଲ
୪୮ ଅନୁଗୁଳ – ପ୍ରତାପ ପ୍ରଧାନ
୪୯ ଛେଣ୍ଡିପଦା (ଏସ୍‌ସି) – ଅଗସ୍ତି ବେହେରା
୫୦ ଲୋଇସିଂହା (ଏସ୍‌ସି)- ମୁକେଶ ମହାଲିଙ୍ଗ
୫୧ ପାଟଣାଗଡ଼ – କନକ ବର୍ଦ୍ଧନ ସିଂହ ଦେଓ
୫୨ ଟିଟିଲାଗଡ଼ – ଅଶୋକ ଦୋରା
୫୩ କଣ୍ଟାବାଞ୍ଝି – ଲକ୍ଷ୍ମଣ ବାଗ
୫୪ ଖରିଆର – ରୀତାରାଣୀ ବଗର୍ତ୍ତୀ
୫୫ ଉମରକୋଟ (ଏସ୍‌ଟି) – ନିତ୍ୟାନନ୍ଦ ଗଣ୍ଡ
୫୬ ନବରଙ୍ଗପୁର (ଏସ୍‌ଟି) – ଗୌରୀ ମାଝୀ
୫୭ ଲାଞ୍ଜିଗଡ଼ (ଏସ୍‌ଟି) – ରମେଶ ମାଝୀ
୫୮ ଜୁନାଗଡ଼ – ମନୋଜ ମେ‌ହର
୫୯ ଧର୍ମଗଡ଼ – ଅନନ୍ତ ପ୍ରତାପ ଦେଓ
୬୦ ନର୍ଲା – ଅନିରୁଦ୍ଧ ପ୍ରଧାନ
୬୧ ବାଲିଗୁଡ଼ା (ଏସ୍‌ଟି) – କରେନ୍ଦ୍ର ମାଝୀ
୬୨ ଜି. ଉଦୟଗିରି (ଏସ୍‌ଟି) – ଅର୍ଚ୍ଚନା ପ୍ରଧାନ
୬୩ କଣ୍ଟାମାଳ – କହ୍ନେଇଁ ଡାଙ୍ଗ
୬୪ ବୌଦ୍ଧ – ସୁଶାନ୍ତ ପ୍ରଧାନ
୬୫ ବଡମ୍ବା – ବିଜୟ କୁମାର ଦଳବେହେରା
୬୬. ବାରବାଟୀ କଟକ – ସମୀର ଦେ
୬୭ ଚୌଦ୍ବାର କଟକ – ନୟନ କିଶୋର ମହାନ୍ତି
୬୮ କଟକ ସଦର (ଏସ୍‌ସି) – ଦିଲ୍ଲୀପ ମଲ୍ଲିକ
୬୯ ସାଲେପୁର – ପ୍ରକାଶ ବେହେରା
୭୦ ମାହାଙ୍ଗା – ସାରଦା ପ୍ରଧାନ
୭୧ ଆଳି – ଦୋଳଗୋବିନ୍ଦ ନାୟକ
୭୨ ରାଜନଗର – ଅଲେଖ ଜେନା
୭୩ ତିର୍ତୋଲ (ଏସ୍‌ସି) – ରମାକାନ୍ତ ଭୋଇ
୭୪ ବାଲିକୁଦା-ଏରସମା – ଦାମୋଦର ରାଉତ
୭୫ ଜଗତସିଂହପୁର – ସତ୍ୟବ୍ରତ ମହାପାତ୍ର
୭୬ କାକଟପୁର (ଏସ୍‌ସି) – ତୁଷାରକାନ୍ତି ବେହେରା
୭୭ ନିମାପଡ଼ା – ପ୍ରଭାତି ପରିଡ଼ା
୭୮ ବ୍ରହ୍ମଗିରି – ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର
୭୯ ସତ୍ୟବାଦୀ – ଓମ୍‌ ପ୍ରକାଶ ମିଶ୍ର
୮୦ ପିପିଲି – ଆଶ୍ରିତ ପଟ୍ଟନାୟକ
୮୧ ଭୁବନେଶ୍ବର (କେନ୍ଦ୍ର) – ଜଗନ୍ନାଥ ପ୍ରଧାନ
୮୨ ଏକାମ୍ର-ଭୁବନେଶ୍ବର – ବାବୁ ସିଂହ
୮୩ ଖୋର୍ଦ୍ଧା – କାଳୁଖଣ୍ଡାୟତ ରାୟ
୮୪ ଚିଲିକା – ପୃଥ୍ବୀରାଜ ହରିଚନ୍ଦ
୮୫ ରଣପୁର – ସୁରମା ପାଢ଼ୀ
୮୬ ଖଣ୍ଡପଡ଼ା – ସିଦ୍ଧାର୍ଥ ସିଂହ ମର୍ଦ୍ଦରାଜ
୮୭ ନୟାଗଡ଼ – ଇରାନୀ ରାୟ
୮୮ ଭଞ୍ଜନଗର – ପ୍ରଦ୍ୟୁମ୍ନ ନାୟକ
୮୯ ପୋଲସରା – ଗୋକୁଳାନନ୍ଦ ମଲ୍ଲିକ
୯୦ ଖଲ୍ଲିକୋଟ (ଏସ୍‌ସି) – ଭାରତୀ ବେହେରା
୯୧ ସାନଖେମୁଣ୍ଡି – ବିଜୟ ସ୍ବାଇଁ
୯୨ ଗୋପାଳପୁର – ବିଭୂତି ଜେନା
୯୩ ଚିକିଟି ‌- ମନୋରଂଜନ ଜ୍ଞାନସାମନ୍ତରାୟ
୯୪ ପାରଳାଖେମୁଣ୍ଡି – ନାରାୟଣ ରାଓ
୯୫ ବିଷମ କଟକ (ଏସ୍‌ଟି) – ଶିବଶଙ୍କର ଉଲ୍ଲାକା
୯୬ ଲକ୍ଷ୍ମୀପୁର (ଏସ୍‌ଟି) କୁମୁଦ ସାଉଣ୍ଟ
୯୭ କୋଟପାଡ (ଏସ୍‌ଟି) – ଖଗେଶ୍ବର ପୂଜାରୀ
୯୮ ପଟାଙ୍ଗୀ (ଏସ୍‌ଟି) – ରାମଚନ୍ଦ୍ର ପାଙ୍ଗୀ
୯୯ ମାଲକାନାଗିରି (ଏସ୍‌ଟି) – ଆଦିତ୍ୟ ମାଢ଼ୀ
୧୦୦ ଭଟ୍‌ଲି – ଇରାସିସ୍‌ ଆଚାର୍ଯ୍ୟ
୧୦୧ ଦେବଗଡ଼ – ସୁବାସ ପାଣିଗ୍ରାହୀ
୧୦୨ ବୀରମହାରାଜପୁର (ଏସ୍‌ସି) – ରଘୁନାଥ ଜଗଦଲ
୧୦୩ ସୋନପୁର – ଅଶୋକ ପୂଜାରୀ
୧୦୪ ବଲାଙ୍ଗୀର – ଅନନ୍ତ ଦାସ
୧୦୫ ନୂଆପଡ଼ା – ହମସିଂହ ମାଝୀ
୧୦୬ ଝରିଗାଁ (ଏସ୍‌ଟି) – ପର୍ଶୁରାମ ମାଝୀ
୧୦୭ ଡାବୁଗାଁ (ଏସ୍‌ଟି) – ପଦ୍ମନ ନାୟକ
୧୦୮ ଭବାନୀପାଟଣା (ଏସ୍‌ସି) – ପ୍ରଦୀପ ନାୟକ
୧୦୯ ଦଶପଲ୍ଲା (ଏସ୍‌ସି) – ପୂର୍ଣ୍ଣଚନ୍ଦ୍ର ନାୟକ
୧୧୦ କବିସୂର୍ଯ୍ୟନଗର – ରଂଜନ ପଲାଇ
୧୧୧ ଛତ୍ରପୁର (ଏସ୍‌ସି) – ପ୍ରଶାନ୍ତ କର
୧୧୨ ଆସ୍କା – ଦେବରାଜ ମହାନ୍ତି
୧୧୩ ସୋରଡ଼ା – ନୀଳମଣି ବିଷୋଇ
୧୧୪ ବ୍ରହ୍ମପୁର – କାହ୍ନୁ ପତି
୧୧୫ ଦିଗପହଣ୍ଡି – ପିଙ୍କି ପ୍ରଧାନ
୧୧୬ ମୋହନା (ଏସ୍‌ଟି) – ପ୍ରଶାନ୍ତ ମଲ୍ଲିକ
୧୧୭ ଗୁଣୁପୁର (ଏସ୍‌ଟି) – ଶିଶିର ଗମାଙ୍ଗ
୧୧୮ ରାୟଗଡ଼ା – ବସନ୍ତ ଉଲ୍ଲାକା
୧୧୯ ଜୟପୁର – ଗୌତମ ସାମନ୍ତରାୟ
୧୨୦ କୋରାପୁଟ (ଏସ୍‌ସି) – ତ୍ରିପୁରା ଗରଦ
୧୨୧ ଚିତ୍ରକୋଣ୍ଡା (ଏସ୍‌ସି) – ପଦୁ ମାଝୀ

ସମ୍ବନ୍ଧିତ ଖବର