Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ବିଜେପୁରରେ ଗୁଳିମାଡ

0 403

ବରଗଡ: ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁରର ପଡାଛକରେ ଥିବା ମନୋରଞ୍ଜନ ମେହେରଙ୍କ ଘରକୁ ଗୁଳି ମାଡ ହୋଇଛି । ସୂଚନା ଅନୁଯାୟୀ ମେହେରଙ୍କ ଘରକୁ ତିନି ରାଉଣ୍ଡରୁ ଅଧିକ ଗୁଳି ମାଡ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଜେପୁର ଇଲେକସନ୍‌ ପୂର୍ବରୁ ଗୁଳିମାଡ ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

fifteen − 3 =