ପଟ୍ଟାମୁଣ୍ଡାଇ: କାର୍‌ରୁ ୨ ଲକ୍ଷ ଟଙ୍କା ଜବତ କଲା ଫ୍ଲାଇଙ୍ଗ୍‌ ସ୍କ୍ଵାଡ୍‌

କେନ୍ଦ୍ରାପଡ଼ା: ଶୁକ୍ରବାର ମଧ୍ୟାହ୍ନରେ ପଟ୍ଟାମୁଣ୍ଡାଇ ବଜାର ବାଇପାସ୍‌ ରାସ୍ତାରେ ଗୋଟାଏ କାର୍‌ରୁ ନିର୍ବାଚନ କମିସନଙ୍କ ଫ୍ଲାଇଙ୍ଗ୍‌ ସ୍କ୍ଵାଡ୍‌ ୨ ଲକ୍ଷ ଟଙ୍କା ଜବତ କରିଛି।

ପତ୍ରପୁରର ଜଣେ ପେଟ୍ରୋଲ୍‌ ପମ୍ପ୍‌ ବ୍ୟବସାୟୀ OD02Z7966 ନମ୍ବର ବିଶିଷ୍ଟ ମାରୁତି କାର୍‌ରେ ଉକ୍ତ ଟଙ୍କା ଧରି କଟକ ଆଡ଼କୁ ଯାଉଥିଲେ।

ବ୍ୟବସାୟୀ ବସନ୍ତ ଦାସଙ୍କୁ ପଚରାଉଚୁରା ଚାଲିଛି।

ସମ୍ବନ୍ଧିତ ଖବର