Advertisment
Latest Posts
Advertisment
ରାଜ୍ୟ
୨୦ ଲକ୍ଷ ଲାଞ୍ଚ ମାମଲା: ସିବିଆଇ କୋର୍ଟରେ ଚିନ୍ତନଙ୍କ ଜାମିନ ଆବେଦନ ଖାରଜ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୁବନେଶ୍ବର ଶାଖାର ଅତିରିକ୍ତ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ସ୍ୱତନ୍ତ୍ର ସିବିଆଇ କୋର୍ଟ ଚିନ୍ତନ ରଘୁବଂଶୀଙ୍କର ଜାମିନ ଆବେଦନକୁ ଖାରଜ କରିଛନ୍ତିI
ଜିଲ୍ଲା
ଲୁଟି ନେଲେ ୧୦୫ ଭରି ସୁନା ଅଳଙ୍କାର
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ଠାରେ ବଡ ଧରଣର ଚୋରି ହୋଇଛି। ଦୁଇଟି ଭଡ଼ା ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ଗୋଟିଏ ଘରୁ ୮୦ ଭରି ଅନ୍ୟ ଏକ ଘରୁ ୨୫ ଭରି ସୁନା ଲୁଟ ହୋଇଛି....
ଖେଳ
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ; ସମସ୍ତ ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି ପଠାନ
ଗୁଜୁରାଟର ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏଆଇ-୧୭୧ ବିମାନ ଦୁର୍ଘଟଣାଗ୍ରସ୍ତ। ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି।
ରାଜନୀତି
ଯେଉଁମାନେ ଏବେ ଆନ୍ଦୋଳନ କରୁଛନ୍ତି, ସେମାନେ ସେତେବେଳେ କୁଆଡ଼େ ଥିଲେ?
ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି ପାଳନକୁ କାଉଣ୍ଟର୍ କରିଛି ବିଜୁ ଜନତା ଦଳ (ବିଜେଡି)। ସରକାରଙ୍କ ବର୍ଷ ପୂର୍ତ୍ତି ମାଷ୍ଟର କ୍ୟାଣ୍ଟିନରେ ବିଜେଡ଼ି ତରଫରୁ ପାଳନକୁ ଜୋରଦାର୍ ପ୍ରତିବାଦ କରଯାଉଛି। ଯାହାର ଜବାବ ଦେଇଛନ୍ତି ପଞ୍ଜାୟତରାଜ୍ ମନ୍ତ୍ରୀ।
ଅପରାଧ
ଇନ୍ଦୋର ହତ୍ୟା ଘଟଣାର ବଡ଼ ଖୁଲାସା: ହତ୍ୟାକାରୀଙ୍କୁ ଟଙ୍କା ପଠାଇଥିଲେ ସୋନମଙ୍କ ଭାଇ !
ଦେଶ- ବିଦେଶ | Latest | ଅପରାଧ
ମନୋରଞ୍ଜନ
ପରିବାର ଭୟରେ ବିବାହ ପାଇଁ ମନା କରି ପାରିଲେ ନାହିଁ କିନ୍ତୁ ହତ୍ୟା କରିଦେଲେ: କଙ୍ଗନା
କଙ୍ଗନା ରାଣାୱତ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ଏହା କେତେ ଅବାନ୍ତର !! ଜଣେ ମହିଳା ବିବାହକୁ ମନା କରିପାରିବେ ନାହିଁ କାରଣ ସେ ତାଙ୍କ ପିତାମାତାଙ୍କୁ ଭୟ କରନ୍ତି କିନ୍ତୁ ସେ ଜଣେ କଣ୍ଟ୍ରାକ୍ଟ କିଲର ସହିତ ହତ୍ୟା ଯୋଜନା କରିପାରିବେ।