Latest Posts
ରାଜ୍ୟ
ରାଜ୍ୟର ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଆସନ୍ତା ପାଞ୍ଚ ବର୍ଷ ଅର୍ଥାତ ୨୦୨୯-୩୦ ବେଳକୁ ବିଦ୍ୟୁତ ଚାହିଦାକୁ ଆଖି ଆଗରେ ରଖି ବିଦ୍ୟୁତ ଉତ୍ପାଦନ, ସରବରାହ ଏବଂ ବିତରଣ ବ୍ୟବସ୍ଥାର ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲା
ଗଡିଆରୁ ବେକରେ ଇଟାବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର
ବ୍ରହ୍ମଗିରି ଥାନା ହାରପଡା ଗାଁରେ ଗୁରୁବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ଗଡିଆ ଭାସୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ବେକରେ ରଶି ସହିତ ଲୁଗା ବନ୍ଧା ହୋଇଥିଲା। ରଶିର ଦୁଇ ପଟେ ଦୁଇଟି ଇଟା ବନ୍ଧା ହୋଇଥିବା ଦେଖିବାକୁ ମିଳିଛି...
ଖେଳ
ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ
ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାଇଁ ପାକିସ୍ତାନ ଯିବ ନାହିଁ। ଟିମ୍ ଇଣ୍ଡିଆ ଦୁବାଇରେ ଖେଳିପାରେ। ତେବେ ଏପର୍ଯ୍ୟନ୍ତ ଏହାର ଆନୁଷ୍ଠାନିକ ଘୋଷଣା ହୋଇନାହିଁ।
ରାଜନୀତି
ଜମ୍ମୁ-କଶ୍ମୀର ବିଧାନସଭାରେ ଦ୍ବିତୀୟ ଦିନରେ ବି ହାଇ ଭୋଲ୍ଟେଜ୍ ଡ୍ରାମା
ଜମ୍ମୁ-କଶ୍ମୀର ବିଧାନସଭାରେ ଗୁରୁବାର ଦିନ ଏକ ହାଇ ଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିବା ପରେ ଆଜି ମଧ୍ୟ ସେଇଭଳି ପରିସ୍ଥିତି ଉପୁଜିଛି। ବିଜେପି ନେତାମାନେ ‘ଭାରତ ମାତା କି ଜୟ’ ବୋଲି କହି ସ୍ଲୋଗାନ୍ ଦେଉଛନ୍ତି।
ଅପରାଧ
ଚିକିତ୍ସିତ ହେବାକୁ ଆସିଥିବା ରୋଗୀ ହସ୍ପିଟାଲ କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ
ରାଜସ୍ଥାନର ସିକରରେ ଜଣେ ରୋଗୀ ଡାକ୍ତରଖାନାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ଓ ହସ୍ପିଟାଲ କର୍ମଚାରୀଙ୍କୁ ନିସ୍ତୁକଭାବେ ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଛି। ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ପଡ଼ିଲା ୪ଟି ସିଲେଇ।
ମନୋରଞ୍ଜନ
୩୦ବର୍ଷ ବୟସରୁ ଏହି ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଗତି କରୁଛନ୍ତି ଅର୍ଜୁନ
ଅର୍ଜୁନ କପୁର ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ କହିଛନ୍ତି, ‘ମୁଁ ମୋ ସ୍ବାସ୍ଥ୍ୟକୁ ନେଇ କେବେ ଖୋଲାଖୋଲି ଆଲୋଚନା କରି ନାହିଁ। ମୁଁ ହାସିମୋଟୋସ ଥାଇରଏଡାଇଟିସ ଭଳି ଏକ ରୋଗରେ ପୀଡ଼ିତ ଅଛି।