Advertisment
Latest Posts
Advertisment
ଜିଲ୍ଲା
ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ପତ୍ନୀ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଇଁ ଚାକିରିକୁ ମନା କରିବା ଦୋଷାବହ: ଓଡ଼ିଶା ହାଇକୋର୍ଟ
ଓଡ଼ିଶା ହାଇକୋର୍ଟ କହିଛନ୍ତି ଯେ, ସମସ୍ତ ମାମଲାରେ ଏପରି କୌଣସି ସାର୍ବଜନୀନ ପ୍ରୟୋଗ ହୋଇପାରିବ ନାହିଁ, ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ପତ୍ନୀ କେବଳ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଇଁ ହଇରାଣ କରିବା ଲାଗି ଜାଣିଶୁଣି କାମ କରିବାକୁ ଏଡ଼ାଇ ଯାଉଛନ୍ତି...
Gallery
ବାଣିଜ୍ୟ
ଦିନକରେ ସୁନା ୨୬୦୦ ବଢ଼ିଲା: ରୁପା କେଜି ଦେଢ଼ ଲକ୍ଷ
ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଉଭୟ ସୁନା ଓ ରୁପା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ମଙ୍ଗଳବାର ଗୋଟିଏ ଦିନରେ ୨୪ କ୍ୟାରେଟ୍ ସୁନା ଦାମ୍ ୨୬୨୦ ଟଙ୍କା ବୃଦ୍ଧି ପାଇ ୧,୧୫,୬୯୦ ଟଙ୍କାରେ ପହଞ୍ଚିଛି।
ଅପରାଧ
ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ମହିଳାଙ୍କୁ ପଢ଼ାଇବା ଆଳରେ ଦୁଷ୍କର୍ମ କରୁଥିଲେ ସ୍ୱାମୀ ପାର୍ଥସାରଥି
ପୁଣି ଜଣେ ବାବାଙ୍କ ଉପରେ ଲାଗିଲା ଦୁଷ୍କର୍ମ ଅଭିଯୋଗ। ଜଣେ କି ୨ଜଣ ନୁହନ୍ତି, ୧୫ରୁ ଅଧିକ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଏକ ପ୍ରମୁଖ ଆଶ୍ରମର ମୁଖ୍ୟଙ୍କ ଉପରେ ୧୭ଜଣ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ସେ ବର୍ତ୍ତମାନ ଫେରାର ହୋଇଯାଇଥିବା ଜଣାଯାଇଛି।
ମନୋରଞ୍ଜନ
‘ପୁଷ୍କରା’ ଓ ‘ସି ଆଣ୍ଡ ସେଭେନ୍ ଭିଲେଜେସ୍’କୁ ଜାତୀୟ ପୁରସ୍କାର: ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କଲେ ନିର୍ଦ୍ଦେଶକ ଶୁଭ୍ରାଂଶୁ ଓ ପ୍ରଯୋଜିକା ଇତି
ଆଜି ଅପରାହ୍ଣରେ ଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରର....
ପୁନଶ୍ଚ ପୃଥିବୀ
ପ୍ରଥମ ଋତୁସ୍ରାବକୁ ପ୍ରଭାବିତ କରୁଛି ଜଳବାୟୁ ପରିବର୍ତ୍ତନ
ଝିଅମାନଙ୍କର ପ୍ରଥମ ଋତୁସ୍ରାବ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡୁଛି ବୋଲି ଏକ ନୂତନ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ଅଧିକ ଆର୍ଦ୍ର ପରିବେଶ ଯୋଗୁଁ ଋତୁସ୍ରାବ ଶୀଘ୍ର ଆରମ୍ଭ ହେଉଥିବା ବେଳେ ଉଚ୍ଚ....