Latest Posts
ରାଜ୍ୟ
ସମ୍ବଲପୁରରେ ଗ୍ରାମୀଣ ଆତ୍ମନିର୍ଭରଶୀଳ ମହିଳା ସମାବେଶ ‘ଓଡ଼ିଶା-୫୦’: ‘ମା’ର ଆଶୀର୍ବାଦ ହିଁ ମଣିଷକୁ ସଫଳ କରେ’
ମା’ଙ୍କ ବିନା ଆଶୀର୍ବାଦରେ ଦୁନିଆରେ କେହି ବଡ଼ ଲୋକ ହୋଇପାରିବ ନାହିଁ। ସେଥିପାଇଁ ମା’ଙ୍କୁ କହିବି ସନ୍ତାନମାନଙ୍କୁ ଆଶୀର୍ବାଦ ଦିଅନ୍ତୁ। ମା’ର ଏତେ ଶକ୍ତି ଅଛି ଯେ ତାର ପଣତକାନି ଛାୟାରେ ଅସୁସ୍ଥ ପୁତ୍ର ମଧ୍ୟ ସୁସ୍ଥ ହୋଇପାରେ।
ଜିଲ୍ଲା
ସୀମା ଲଂଘିଲା ବିଜେପି ଯୁବନେତା ଓ ଭାଇଙ୍କ ଦାଦାଗିରି: ପୁଲିସ ସମ୍ମୁଖରେ ଥାନା ପରିସରରେ ଅଭିଯୋଗକାରୀଙ୍କୁ ପିଟିଲେ
ବିଜେପି ଯୁବ ନେତା ଓ ତାଙ୍କ ଭାଇଙ୍କ ଦାଦାଗିରି ସୀମା ଲଂଘିଛି । ଥାନା ପରିସରରେ ବିଜେପି ଯୁବନେତାଙ୍କ ବଡ଼ ଭାଇ ଓ ତା’ର ବନ୍ଧୁ ଅଭିଯୋଗକାରୀଙ୍କୁ ନିର୍ଧୁମ ପିଟିଲେ। ଅଭିଯୋଗକାରୀ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ...
ଖେଳ
ତିଳକ ପିନ୍ଧାଇଲେ ବିଜୟ ଟିକା
ତିଳକ ବର୍ମାଙ୍କ ପ୍ରଥମ ଆନ୍ତର୍ଜାତିକ ଶତକ ସହାୟତାରେ ଭାରତ ଏଠାରେ ଖେଳିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦କୁ ୧୧ ରନ୍ରେ ଜିତିନେଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ୨୨୦ ରନ୍ର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୨୦୮/୭ କରିଥିଲା।
ରାଜନୀତି
ଝାଡ଼ଖଣ୍ଡରେ ୬୫.୨୭ ପ୍ରତିଶତ ମତଦାନ, ୱାୟନାଡରେ ୬୦.୭୯ ପ୍ରତିଶତ
ଝାଡଖଣ୍ଡରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୪୩ ବିଧାନସଭା ଆସନରେ ୬୫.୨୭ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୱାୟନାଡରେ ୬୦.୭୯ ପ୍ରତିଶତ ମତଦାନ ହୋଇଛି...
ଅପରାଧ
ସୀମା ଲଂଘିଲା ବିଜେପି ଯୁବନେତା ଓ ଭାଇଙ୍କ ଦାଦାଗିରି: ପୁଲିସ ସମ୍ମୁଖରେ ଥାନା ପରିସରରେ ଅଭିଯୋଗକାରୀଙ୍କୁ ପିଟିଲେ
ବିଜେପି ଯୁବ ନେତା ଓ ତାଙ୍କ ଭାଇଙ୍କ ଦାଦାଗିରି ସୀମା ଲଂଘିଛି । ଥାନା ପରିସରରେ ବିଜେପି ଯୁବନେତାଙ୍କ ବଡ଼ ଭାଇ ଓ ତା’ର ବନ୍ଧୁ ଅଭିଯୋଗକାରୀଙ୍କୁ ନିର୍ଧୁମ ପିଟିଲେ। ଅଭିଯୋଗକାରୀ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ...
ମନୋରଞ୍ଜନ
ମୁରବିଶୂନ୍ୟ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ: ଓଡ଼ିଆ ଫିଲ୍ମ ତଣ୍ଟିରେ ଖୋଜ
କଟକରେ ଥିବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍ଡିସି)ରେ ୨୪ ବର୍ଷ ହେଲା ସ୍ଥାୟୀ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ନାହାନ୍ତି। ୨୦୦୦ ମସିହା ପରଠାରୁ ଏହି ପଦବିରେ ଅତିରିକ୍ତ ଭାବେ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଛି।