Advertisment
Latest Posts
Advertisment
ଜିଲ୍ଲା
କ୍ଷତି ସହୁଛନ୍ତି ପିଜୁଳି ଚାଷୀ,ମିଳୁନି ଉଚିତ୍ ବଜାର ଦର
ପିଜୁଳି ଏକ ଲାଭ ଜନକ ଚାଷ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ସି ରହିଥାଏ। ଜୁଲାଇ ଓ ଅଗଷ୍ଟ ମାସରେ ମୁଖ୍ୟତଃ ଏହି ପିଜୁଳି ଗଛରେ ଫଳିଥାଏ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବିଜୁଗୁଡା ଓ ପାତିଆ ଡଙ୍ଗରିଗୁଡ଼ାରେ ପ୍ରଚୁର ପରିମାଣର ପିଜୁଳି ଚାଷ ହେଉଥାଏ....
Gallery
ଆସୁଛି ଗଣେଶ ପୂଜା: ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ କାରିଗର
ପବିତ୍ର ଗଣେଶ ପୂଜା ଉପଲକ୍ଷେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସହର ଉତ୍ସବ ମୁଖର ହୋଇ ଉଠିଛି। ବିଶେଷ କରି ବଙ୍ଗୋମୁଣ୍ଡାରେ ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଅଛନ୍ତି । ସେମାନେ ମୂର୍ତ୍ତି ଗଢ଼ିବା ପାଇଁ ପାଳ ନଡ଼ା ବିଡ଼ା ଉପରେ ମାଟି ପ୍ରଲେପ ଦେଉଛନ୍ତି। ବଙ୍ଗୋମୁଣ୍ଡାର ଯୁବ ଅଭିଜ୍ଞ ମୂର୍ତ୍ତି କାରିଗର ସନାତନ ସା’ଙ୍କ ସହ ଅନ୍ୟ କାରିଗରମାନେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି।
ବାଣିଜ୍ୟ
ସ୍ୱାମୀ-ସ୍ତ୍ରୀ ମିଶି ଖୋଲନ୍ତୁ ଏହି ଆକାଉଣ୍ଟ, ମାସକୁ ମିଳିବ ୯ ହଜାର ଟଙ୍କାର ସୁଧ
ପୋଷ୍ଟ ଅଫିସ୍ ତାର ଗ୍ରାହକମାନଙ୍କୁ ବିଭିନ୍ନ ସଞ୍ଚୟ ଯୋଜନାରେ ବହୁତ ସୁଧ ପ୍ରଦାନ କରୁଛି। ପୋଷ୍ଟ ଅଫିସରେ ସେଭିଙ୍ଗସ, ଆରଡ଼ି, କିଷାନ ବିକାଶ ପତ୍ର ସମେତ ଅନେକ ପ୍ରକାରର ଆକାଉଣ୍ଟ ଖୋଲାଯାଇପାରିବ।
ଅପରାଧ
ଡକାୟତି ଯୋଜନା ପଣ୍ଡ: ରାତ୍ରିକାଳୀନ ଚଢ଼ଉ ବେଳେ ୫ ଡକାୟତ ଗିରଫ
ପ୍ଲାଣ୍ଟସାଇଟ୍ ଥାନା ପୁଲିସ କହିଛି, ଶନିବାର-ରବିବାର ମଧ୍ୟରାତ୍ରୀରେ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ସ୍ବାମିଲ ଅଞ୍ଚଳସ୍ଥିତ କଂଗ୍ରେସ ଭବନ ପଛପଟରେ ଡକାୟତମାନେ ଡକାୟତି ପାଇଁ ଉଦ୍ୟମ କରୁଛନ୍ତି। ଏହି ସୂଚନା ଆଧାରରେ ଏସ୍ଆଇ ବି.ବି ଖଟେଇଙ୍କ ନେତୃତ୍ବରେ ପୁଲିସ ଟିମ୍ ଅତର୍କିତ ଚଢ଼ଉ କରିଥିଲେ।
ମନୋରଞ୍ଜନ
ଅଟକିଛି ଅଶୀ
ବିଗତ ପ୍ରାୟ ପାଞ୍ଚ ବର୍ଷ ମଧ୍ୟରେ ଅନେକ ଓଡ଼ିଆ ସିନେମା ମୁକ୍ତିର ସ୍ବାଦ ଚାଖି ପାରିନାହିଁ। ବହୁ ସିନେମା ବିଭିନ୍ନ କାରଣରୁ ଅଧାରେ ଅଟକିଯାଇଛି। କାହାର ଅଧାରୁ ଅଧିକ ସୁଟିଂ ସରିଛି ତ ପୁଣି କାହାର ଡ୍ରାମା ଭାଗର ସୁଟିଂ ପରେ କେବଳ ଗୀତର ଦୃଶ୍ୟାୟନ ବାକିଅଛି।
ପୁନଶ୍ଚ ପୃଥିବୀ
ପ୍ରକୃତି ମା’ର ଋଣ ଶୁଝିବାର ସମୟ ଆସିଛି: ରବୀନ୍ଦ୍ର
ଯାଜପୁର ଜିଲ୍ଲା ବିଂଝାପୁର ନିର୍ବାଚନମଣ୍ଡଳୀ ସିଂହପୁରଠାରେ ‘ସମ୍ବାଦ’ ପକ୍ଷରୁ ପରିବେଶ ପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯାଜପୁର ଲୋକସଭା ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ....