Latest Posts
ରାଜ୍ୟ
ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ୍
ସାତକୋଶିଆ ଅଭୟାରଣ୍ୟରେ ଜୀବଜନ୍ତୁମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ଏକାଧିକ ପଦକ୍ଷେପ ନେଇଛି। ଅଭୟାରଣ୍ୟରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ବନ ବିଭାଗକୁ ୧୨ଟି ପାଟ୍ରୋଲିଂ ଭ୍ୟାନ୍ ମିଳିଛି ।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ପନ୍ତଙ୍କୁ ଛାଡ଼ି ଏହି କ୍ରିକେଟରଙ୍କୁ ଅଧିନାୟକ କରିବ ଦିଲ୍ଲୀ କ୍ୟାପିଟାଲ୍ସ
୨୦୨୫ରେ ହେବାକୁ ଥିବା ଆଇପିଏଲ ପାଇଁ ଖୁବଶୀଘ୍ର ନିଲାମି ଆରମ୍ଭ ହେବ। କେଉଁ ଖେଳାଳି କେଉଁ ଦଳକୁ ଯିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏବେ କୁହାଯାଉଛି ଯେ, ପନ୍ତଙ୍କୁ ଛାଡ଼ି ଅକ୍ଷର ପଟେଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ କରିବ ।
ରାଜନୀତି
ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ନେତା ନୟାବ ସିଂ ସାଇନି
ଗୁରୁବାର ଦିନ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବିଜେପି ନେତା ନୟାବ ସିଂ ସାଇନି। ଗୁରୁବାର ଦିନ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ଶୀର୍ଷ ପଦବୀରେ ସେ ଦ୍ବିତୀୟ ଥର ପାଇଁ ଅବସ୍ଥାପିତ ହୋଇଛନ୍ତି।
ଅପରାଧ
ମଣିଷ ଖପୁରୀ ସହ ଦାନ୍ତ ଓ ହାଡ଼ ଉଦ୍ଧାର: ହତ୍ୟା ସନ୍ଦେହରେ ସ୍ୱାମୀ ଓ ଦିଅର ଅଟକ
ଭଦ୍ରକ ଜିଲ୍ଲା ବାସୁଦେବବପୁରରେ ଏକ ନାଳ ପାଖରୁ ମଣିଷ ଖପୁରୀ ଉଦ୍ଧାର ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖପୁରୀ ସହ ଦାନ୍ତ ଓ ହାଡ଼ ମଧ୍ୟ ଉଦ୍ଧାର ହୋଇଛି...
ମନୋରଞ୍ଜନ
ମୁଣ୍ଡରେ ଲେଜର ଲାଇଟ୍ ପଡ଼ିବାରୁ କନସର୍ଟ ରୋକି ମଞ୍ଚରୁ ଦୌଡ଼ି ପଳାଇଲେ ନିକ୍
ନିକ ଜୋନାସଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ କନସର୍ଟ ସମୟରେ ମଞ୍ଚରୁ ଦୌଡ଼ି ପଳାଉଥିବାର ନଜର ଆସିଛନ୍ତି। ତାଙ୍କ ଉପରେ ଲେଜର ଲାଇଟ୍ ପଡ଼ିବାରୁ ସେ ଏଭଳି କରିଥିବା ଜଣାଯାଇଛି।