Advertisment
Latest Posts
Advertisment
ଜିଲ୍ଲା
ପୁଅ ନାମ କଲେଜରେ ଲେଖାଇଦେବା ପ୍ରଲୋଭନ ଦେଖାଇ ବାପଠାରୁ ଟଙ୍କା ଲୁଟିଲେ ସାଇବର୍ ଲୁଟେରା
ଓଡ଼ିଆ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ ୨ ନାମ ଲେଖା ଦାୟିତ୍ୱ ସ।ମ୍ସ ସଂସ୍ଥା ଜରିଆରେ କରୁଛି। କିନ୍ତୁ ଛାତ୍ରଛାତ୍ରୀ ଙ୍କ ସମସ୍ତ ବିବରଣୀ ମୋବାଇଲ ନମ୍ବର ସହ ସାଇବର ଅପରାଧୀଙ୍କ ସମସ୍ତ ବିବରଣୀ ସ।ମ୍ସ ସଂସ୍ଥା ଠାରୁ କିପରି ଯାଉଛି ତାହା ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଅଭିଭାବକ ମହଲରେ ଦାବି ହୋଇଛି।
Gallery
କରଣ କୁନ୍ଦ୍ରାଙ୍କ ପୂର୍ବତନ ପ୍ରେମିକା ବିବାହ ନକରି ମା’: କଲେ ଆଶ୍ଚର୍ଯ୍ୟ ଜନକ ଖୁଲାସା
ଗ୍ଲାମର ଜଗତରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ନକରି ମା’ ହୋଇଛନ୍ତି। ସେମାନେ ସେମାନଙ୍କର ପିଲାମାନଙ୍କୁ ଏକାକୀ ମା’ ଭାବରେ ପାଳନ ପୋଷଣ କରୁଛନ୍ତି ଏବଂ ସେମାନଙ୍କୁ ଏକ ଭଲ ଜୀବନ ଦେବା ପାଇଁ କଠିନ ପରିଶ୍ରମ କରୁଛନ୍ତି...
ବାଣିଜ୍ୟ
ଭାରତୀୟ ରେଳ ନିମ୍ନ-ମଧ୍ୟମ ଆୟ ବର୍ଗ ପରିବାରକୁ ସୁଲଭ ଯାତ୍ରା ଉପଲବ୍ଧ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ: ଅଶ୍ୱିନୀ ବୈଷ୍ଣବ
ଜନସାଧାରଣଙ୍କ ପାଇଁ ସମନ୍ବିତ, ସୁଲଭ ଏବଂ ଆଧୁନିକ ରେଳ ଯାତ୍ରା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଭାରତୀୟ ରେଳ ବ୍ୟାପକ ସଂସ୍କାର ଏବଂ ନବସୃଜନ କରୁଛି। ଏହି କ୍ରମରେ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ କରାଯାଇଛି...
ଅପରାଧ
ସରୋଗେସି ବାହାନାରେ ଶିଶୁ ବିକ୍ରି କାରବାର: ଧରାପଡିଲେ ଟେଷ୍ଟ ଟ୍ୟୁବ୍ ବେବି ସେଣ୍ଟର ଡାକ୍ତର
ଜଣେ ମା’ ଟଙ୍କା ପାଇଁ ଶିଶୁକୁଜନ୍ମ ଦେଇଥିଲେ। ତା'ପରେ ସେହି ଶିଶୁକୁ ଅନ୍ୟ ଜଣେ ମା’ଙ୍କୁ ବିକ୍ରି କରିଦିଆଯାଏ ଯିଏ ତାକୁ ନିଜର ପିଲା ବୋଲି ଭାବୁଥିଲେ। କିନ୍ତୁ ଯେତେବେଳେ ବାସ୍ତବତା ତାଙ୍କ ସାମ୍ନାକୁ ଆସେ, ସେତେବେଳେ ମା’ପିଲାଟିକୁ ରଖିବାକୁ ମନା କରିଦିଅନ୍ତି...
ମନୋରଞ୍ଜନ
ନାଗାର୍ଜୁନ ୧୪ ଥର ଚାପୁଡ଼ା ମାରିଥିଲେ: ଅଭିନେତ୍ରୀଙ୍କ ଗାଲରେ ନୋଳା ପଡ଼ିଯାଇଥିଲା
ନିଜ କ୍ୟାରିଅରରେ ଅନେକ ଥର ଅଭିନେତା ଅଭିନେତ୍ରୀମାନଙ୍କୁ ଏପରି ଦୃଶ୍ୟ ପାଇଁ ରାଜି ହେବାକୁ ପଡ଼ିଥାଏ ଯାହା ସେମାନେ କରିବାକୁ ଚାହିଁ ନଥାନ୍ତି। ଏହି ଦୃଶ୍ୟଗୁଡ଼ିକ ଜୀବନସାରା ମନେ ରହିଯାଏ। ନିକଟରେ, ଜଣେ ୪୮ ବର୍ଷୀୟା ଅଭିନେତ୍ରୀ ପ୍ରକାଶ କରିଛନ୍ତି ଯେ ,ନାଗାର୍ଜୁନ ତାଙ୍କୁ ୧୪ ଥର ଚାପୁଡ଼ା ମାରିଥିଲେ...
ପୁନଶ୍ଚ ପୃଥିବୀ
ଅମ୍ଳଜାନ ସିଲିଣ୍ଡର ଧରି ବୁଲିବାର ସମୟ ନ ଆସୁ: ଦୁର୍ଗା
ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ବ ପାଇଁ ଚିନ୍ତାର ବିଷୟ। ଋତୁ ଅନୁସାରେ ଆଉ ପାଗ ବଦଳୁନି। ଖରାଦିନେ ବର୍ଷା ଏବଂ ବର୍ଷା ଦିନେ ଖରା ହେଉଛି। ତେଣୁ ସୁସ୍ଥ ଜୀବନ ପାଇଁ ବୃକ୍ଷ ହିଁ ଏକମାତ୍ର ସାହାରା ବୋଲି ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ କହିଛନ୍ତି।