Advertisment
Latest Posts
Advertisment
ଜିଲ୍ଲା
ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଗର୍ଭଣା ଗ୍ରାମ ବାସିନ୍ଦା ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ବିଧବା ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ନମିତା ଏକ୍କା । ଗତ ରାତିରେ ମୃତକ ନମିତା ସବୁ କାମ ସାରି ନିଜ ଶୟନ କକ୍ଷକୁ ଶୋଇବାକୁ ଯାଇଥିଲେ...
Gallery
ଅନୁଗୁଳ ଜିଲ୍ଲା ନାଲକୋନଗର ସରସ୍ଵତୀ ବିଦ୍ୟାମନ୍ଦିରରେ ନନ୍ଦ ଉତ୍ସବ ପାଳିତ
ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଦେଶରେ ଗାଁରୁ ସହର ଯାଏ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ଅବସରରେ ଅନୁଗୁଳ ଜିଲ୍ଲା ନାଲକୋନଗରସ୍ଥିତ ସରସ୍ଵତୀ ବିଦ୍ୟାମନ୍ଦିରରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି।
ବାଣିଜ୍ୟ
ଚିରାଫଟା ନୋଟ୍ ୪୧% କମିଲା
ଦେଶରେ ଡିଜିଟାଲ କ୍ରାନ୍ତି ଆସିବା ଫଳରେ ୟୁପିଆଇ ଜରିଆରେ ଅଧିକ କାରବାର ହେଉଛି। ରିଜର୍ଭ ବ୍ୟାଙ୍କର ଡିଜିଟାଲ କାରବାର ବୃଦ୍ଧିର ଅନ୍ୟ ଏକ ଲାଭ ମଧ୍ୟ ମିଳିଛି। ତାହା ହେଲା ଚିରାଫଟା ନୋଟ୍ ସଂଖ୍ୟା ମଧ୍ୟ ହ୍ରାସ ପାଇଛି।
ଅପରାଧ
ବନ୍ଧୁକ ସଂସ୍କୃତି ୫୦ ବର୍ଷରେ ନେଲାଣି ୧୫ ଲକ୍ଷରୁ ଅଧିକ ଜୀବନ: ୩୩ କୋଟି ଆମେରିକା ନାଗରିକଙ୍କ ପାଖରେ ୪୦ କୋଟିରୁ ଉର୍ଦ୍ଧ୍ବ ବନ୍ଧୁକ
ଆମେରିକାର ନ୍ୟୁୟର୍କରେ ଏକ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏଥିରେ ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ମହିଳା ମଧ୍ୟ ଅଛନ୍ତି...
ମନୋରଞ୍ଜନ
ଏଲଭିଶଙ୍କ ଘର ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାରେ 'ଭାଉ ଗ୍ୟାଙ୍ଗ' ନିଜକୁ କଲା ଦାୟୀ
ଏଲଭିଶ ଯାଦବଙ୍କ ବାପା ଏହି ଗୁଳିକାଣ୍ଡ ଘଟଣାକୁ ନେଇ ପୁଲିସରେ ଅଭିଯୋଗ କରିଛନ୍ତି। ତେବେ ଏହି ଗୁଳିକାଣ୍ଡ କିଏ ଓ କାହିଁକି କଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭାଉ ଗ୍ୟାଙ୍ଗ ଏଥିପାଇଁ ନିଜକୁ ଦାୟୀ କରିଛି।
ପୁନଶ୍ଚ ପୃଥିବୀ
ପରିବେଶ ପାଇଁ ସୈନିକ ଭଳି ଲଢ଼ିବାକୁ ହେବ: ଉପବାଚସ୍ପତି
ପୁନଶ୍ଚ ପୃଥିବୀ। ଏହି ଛଅଟି ଶବ୍ଦର ଉଚ୍ଚାରଣ ମାତ୍ରକେ ଆମକୁ ଚେତାଇ ଦେଉଛି ଯେ ବଞ୍ଚିବା ପାଇଁ ଆମେ ଯେଉଁ ପୃଥିବୀ ପାଇଛୁ, ତାହା ଆମ ସଚେତନତାର ଅଭାବ ଓ ବେପରୁଆ ମନୋଭାବ ଯୋଗୁ ଉଜୁଡ଼ି ଗଲାଣି।