Advertisment
Latest Posts
Advertisment
ରାଜ୍ୟ
ଓଏସଏସସିର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଅବସରପ୍ରାପ୍ତ ଆଇଏଏସ ସୁଧାକର ବୁର୍ଗି
ଅବସରପ୍ରାପ୍ତ ଆଇଏଏସ ସୁଧାକର ବୁର୍ଗିଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସଏସସି)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ପୂର୍ବତନ ଡିଜିପି ଅଭୟଙ୍କ ଇସ୍ତଫା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବତନ ଓଏସଏସସି ଅଧ୍ୟକ୍ଷ ଅଭୟ ୧୯ ମେ’ ୨୦୨୫ରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ....
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ଧୋନିଙ୍କ ପାଦ ଛୁଇଁଲେ ବୈଭବ
ଚଳିତ ଆଇପିଏଲ୍ରେ ଯେଉଁ କିଛି ନବାଗତ ତାରକା ଚହଳ ସୃଷ୍ଟି କରିଛନ୍ତି ସେଥିମଧ୍ୟରେ ରାଜସ୍ଥାନ ରୟାଲ୍ସର ୧୪ବର୍ଷୀୟ କିଶୋର କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ ସର୍ବାଗ୍ରେ ରହିଛନ୍ତି। ପଦାର୍ପଣ ଋତୁରେ ଚିତ୍ତାକର୍ଷକ ଶତକ ଏବଂ ଗତକାଲି ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ....
ରାଜନୀତି
‘ଓବିସି, ଏସ୍ସି, ଏସ୍ଟିଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ଦିଅ’
ସଂରକ୍ଷଣକୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇଛି ବିଜେଡି। ଓବିସି, ଏସ୍ସି ଓ ଏସ୍ଟିଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ଦାବିରେ ବିଜେଡି ପକ୍ଷରୁ ଆଜି ରାଜଭବନ ସମ୍ମୁଖଷର ଜନଆନ୍ଦୋଳନ କରାଯାଇଥିଲା। ଏସ୍ଇବିସି ତଥା ଓବିସି ବର୍ଗ ପାଇଁ ୨୭ ପ୍ରତିଶତ....
ଅପରାଧ
ଅବକାରୀ ବିଭାଗ ଚଢ଼ଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ: ୫ ଆହତ
ଦେଶୀ ମଦ କାରବାର ଚାଲୁଥିବା ଖବର ପାଇ ଗୁରୁବାର ସକାଳୁ ବଡ଼ଗାଁ ,ରାଜଗାଙ୍ଗପୁର ଓ ରାଉରକେଲାର ଅବକାରୀ ବିଭାଗର ଏକ ସ୍ୱନ୍ତ୍ରତ୍ର ଟିମ୍ ଓ ଦେଶୀ ମଦ ଭାଟି କର୍ମଚାରୀଙ୍କୁ ଧରି ମିଳିତ ଭାବରେ ରାଜଗାଙ୍ଗପୁର ମାଲିଡ଼ିହି କରଲାକାନୀ ଅଞ୍ଚଳରେ ଚଢ଼ଉ କରିଥିଲେ...
ମନୋରଞ୍ଜନ
ମଥା ଭରି ସିନ୍ଦୂର ପିନ୍ଧି କାନ୍ସରେ ପହଞ୍ଚିଲେ ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା
ପହଲଗାମ୍ ଆକ୍ରମଣକୁ ଆଜି ମାସେ ପୂରିଲା। ପହଲଗାମ ଆକ୍ରମଣରେ ୨୬ ଜଣ ନୀରିହ ଭାରତୀୟଙ୍କ ଜୀବନ ଯିବା ପରେ ତା’ର ପ୍ରତିଶୋଧ ଭାବରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଛି ଭାରତୀୟ ସେନା।