Advertisment
Latest Posts
Advertisment
ଜିଲ୍ଲା
Gold ornamentslooted hand and foot tied: ମାମୁ ଭଣଜାଙ୍କର ଗୋଡ଼ ହାତ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍
ଲଇକେରା ଥାନା କୁଅଁରମାଲ ଗ୍ରାମର ମଳୟ ନାଏକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଛି। ଗତକାଲି ବୁଧବାର ମଳୟ ଏବଂ ତାଙ୍କ ପତ୍ନୀ ମେଡ଼ିକାଲ କାମରେ ଭୁବନେଶ୍ୱର ଯାଇଥିବା ବେଳେ ଘରେ ମଳୟଙ୍କର ପୁଅ ମନର୍ସ ଏବଂ ମାମୁ ରାତିରେ ଶୋଇଥିଲେ....
Gallery
Heart attack warning signs: ହୃଦ୍ଘାତର ଲକ୍ଷଣ ଗୋଡ଼ରେ ଦେଖାଯାଏ, ୯୯% ଲୋକ ଏହାକୁ ଅଣଦେଖା କରିଥାନ୍ତି
ଗୋଡ଼ରେ ହଠାତ୍ ଯନ୍ତ୍ରଣା, ଫୁଲା, ରଙ୍ଗ ବିବର୍ଣ୍ଣ ହେବା କିମ୍ବା ଥଣ୍ଡା ହେବା ଭଳି ଲକ୍ଷଣ ଅନୁଭବ ହେଲେ, ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏହା ଏକ ଗମ୍ଭୀର ହୃଦରୋଗର ଲକ୍ଷଣ ହୋଇପାରେ…
ବାଣିଜ୍ୟ
Global Hub: ଗ୍ଲୋବାଲ୍ ହବ୍ ହେବାପାଇଁ ଓଡ଼ିଶା ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ
ଭିତ୍ତିଭୂମିର ବିକାଶ ତଥା ବେଦାନ୍ତ ଭଳି କମ୍ପାନିର ପୁଞ୍ଜି ବିନିଯୋଗ ଜରିଆରେ ଓଡ଼ିଶା ସରକାର ଏହି ଲକ୍ଷ୍ୟ ହାସଲ କରିବେ। ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ଗ୍ଲୋବାଲ୍ ହବ୍ ହେବାପାଇଁ ଓଡିଶା ବର୍ତ୍ତମାନ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଅପରାଧ
Cough-Syrup Death: କଫସିରଫ ପିଇବା ପରେ ମହିଳାଙ୍କ ହେଲା ମୃତ୍ୟୁ
ରାଜସ୍ଥାନର କୋଟାରେ କଫ ସିରଫ ପିଇବାର କିଛି ସମୟ ପରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାମ କମଳା ଦେବୀ । ପରୀକ୍ଷା ପାଇଁ ଯାଇଛି ସିରଫର ନମୁନା ।
ମନୋରଞ୍ଜନ
Thalapathy vijay's same car number: ସବୁ ବିଳାସପୂର୍ଣ୍ଣ ଗାଡ଼ିର ନମ୍ବର ରଖିଛନ୍ତି ୦୨୭୭, ଏହା ପଛରେ ରହିଛି ବଡ଼ କାରଣ
Thalapathy vijayଙ୍କ ସବୁ ବିଳାସପୂର୍ଣ୍ଣ ଗାଡ଼ିର ନମ୍ବର ରହିଛି ୦୨୭୭। ଏହା ପଛରେ ରହିଛି ବଡ଼ କାରଣ। ପରିବାରରେ ନିଜର ଜଣେ ଅତି ଖାସ୍ ସଦସ୍ୟଙ୍କୁ ହରାଇବା ପରେ ସେ ଏହି ନମ୍ବରକୁ ନିଜର ସହ ଯୋଡ଼ିଛନ୍ତି।
ପୁନଶ୍ଚ ପୃଥିବୀ
କୋଇଲାକୁ ପଛରେ ପକାଇଛି ନବୀକରଣଯୋଗ୍ୟ ଶକ୍ତି
ପ୍ରଥମ ଥର ପାଇଁ ବିଶ୍ୱ ସ୍ତରରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ସୌରଶକ୍ତି ଓ ପବନଶକ୍ତି, କୋଇଲାକୁ ପଛରେ ପକାଇ ଦେଇଛି। ଏହି ମାଇଲଖୁଣ୍ଟ ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇକୁ ତ୍ବରାନ୍ବିତ କରିଛି।