ସାରନଗରୀ: ରବିବାର ରାତିରେ ସାରନଗରୀ ନିକଟସ୍ଥ ଟାଙ୍ଗରପାଲିର ସମରା ବସ୍ତିରେ ଜଣେ ଯୁବକଙ୍କ ମୁଣ୍ଡକୁ ପିଟି ହତ୍ୟା କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିହତ ଯୁବକ ହେଉଛନ୍ତି ସୁଶୀଳ ଓରାମ। କୌଣସି ଅଜ୍ଞାତ ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ପିଟି ହତ୍ୟା କରିଛି ବୋଲି ଅନୁମାନ କରାଯାଉଛି।
ତାଙ୍କୁ ହତ୍ୟା କରାଯିବାର କାରଣ ଜଣାପଡ଼ି ନାହିଁ।
ଟାଙ୍ଗରପାଲି ଓ ଆଇଡିଏଲ୍ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।