ଯଦି କୌଣସି ପ୍ରଡକ୍ଟ୍ସରେ ନୋ କଷ୍ଟ୍ ଇଏମ୍ଆଇ ଅଫର୍ ମିଳୁଛି ତା’ହେଲେ ତଳେ ଲେଖାଯାଇଥିବା ଡିଟେଲ୍ସ୍ରେ ଆପଣ ପାଇଯିବେ। ସିଲେକ୍ଟ୍ କରିଲା ପରେ ବର୍ତ୍ତମାନ ଆପଣଙ୍କୁ ଏହାର ପେମେଣ୍ଟ୍ କ୍ରେଡିଟ୍ କାର୍ଡ୍ ଦ୍ୱାରା କରିବାକୁ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅଫର୍ ଫୋନ୍, ଟିଭି ଓ ଘରକରଣା ସାମଗ୍ରୀ ପାଇଁ ରହିଛି। ଏଥିରେ ୩୧୩ ଟଙ୍କାରେ ଫୋନ୍, ୪୯୯ରେ ଟିଭି, ୪୭୦ରେ ଛୋଟ ଆପ୍ଲାଏନ୍ସେସ୍ ଓ ୪୭୦ରେ ବଡ଼ ଆପ୍ଲାଏନ୍ସେସ୍ କିଣି ପାରିବେ। ଏହି ଅଫର୍ର ଫାଇଦା ନେବାପାଇଁ ଆପଣଙ୍କୁ ୭୦୦୦ ଟଙ୍କାର ସପିଙ୍ଗ୍ କରିବାକୁ ପଡ଼ିବ। ଏଥିରେ ଆପଣ ୧୫୦୦ ଟଙ୍କାର କ୍ୟାସ୍ବ୍ୟାକ ମଧ୍ୟ ପାଇପାରିବେ (କ୍ୟାସ୍ବ୍ୟାକ୍ ଆପଣ ୨ ମାର୍ଚ୍ଚରେ ପାଇବେ)।