ଆପ୍ଟିପ୍ଲସ୍‌କୁ ଶ୍ରେଷ୍ଠ କୋଚିଂ ପ୍ରତିଷ୍ଠାନ ପୁରସ୍କାର

ଭୁବନେଶ୍ବର: ଜୟଦେବ ବିହାର ଠାରେ ଥିବା ଆପ୍ଟିପ୍ଲସ୍‌ ଏକାଡେମିକୁ ଓଡ଼ିଶା ଶିକ୍ଷା ସମ୍ମାନ ୨୦୧୯ କାର୍ଯ୍ୟକ୍ରମରେ ଓଡ଼ିଶାର ଶ୍ରେଷ୍ଠ ଆଇଏଏସ୍‌ ଓ ଓଏଏସ୍‌ କୋଚିଂ ପ୍ରତି‌ଷ୍ଠାନ ପୁରସ୍କାର ପ୍ରଦାନ କରାଯାଇଛି। ଉଚ୍ଚ ଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଏବଂ ଆଇସିଏଫ୍‌ଏଆଇ ବିଶ୍ବିଦ୍ୟାଳୟର କୁପଳତି ରାମ ପାଲ୍‌ କୌଶିକଙ୍କଠାରୁ ଅନୁଷ୍ଠାନର ନିର୍ଦେଶକ ଡକ୍ଟର ସୁସିଜିତ ସାହୁ ପୁରସ୍କାର ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର