ଇନରହ୍ଵିଲ୍‌ ମେଟ୍ରୋ ହାପି ସ୍କୁଲ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଦୁଇ ବର୍ଷ ତଳେ ଇନ୍‌ରହ୍ଵିଲ୍‌ କ୍ଲବ୍‌ ଭୁବନେଶ୍ୱର ମେଟ୍ରୋ ପକ୍ଷରୁ ଝାରପଡ଼ା ୟୁପି ସ୍କୁଲ୍‌କୁ ପୋଷ୍ୟ ସ୍କୁଲ୍‌ ଭାବେ ଗ୍ରହଣ କରାଯାଇଥିଲା। ଏହାର ଉନ୍ନତୀକରଣ କରି ତାହାକୁ ହାପି ସ୍କୁଲ ଭାବେ ଉଦ୍‌ଘାଟିତ କରାଯାଇଛି। ଏହି ଅବସରରେ ଇନରହ୍ଵିଲ ପକ୍ଷରୁ ଜିଲ୍ଲା ୩୨୬ର ସମ୍ପାଦିକା ଇନା ପୁରୋହିତ ଏବଂ ପୂର୍ବ ଜିଲ୍ଲା ଅଧ୍ୟକ୍ଷା ଅନିତା ପତି ଉପସ୍ଥିତ ଥିଲେ। ଏହି ଅବସରରେ କ୍ଲବ୍‌ର ପ୍ରେସିଡେଣ୍ଟ୍‌ ରୂପଶ୍ରୀ ପଟ୍ଟନାୟକ, ସେକ୍ରେଟାରି ସୁପ୍ରଭା ନନ୍ଦ ଏବଂ ସ୍କୁଲର ଶିକ୍ଷକ ଶକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର