ଭାରତର କୁକୁଡ଼ା, ଅଣ୍ଡା ଆମଦାନି ଉପରେ ସାଉଦିର କଟକଣା

ନୂଆଦିଲ୍ଲୀ: ଭାରତର ଜୀବନ୍ତ କୁକୁଡ଼ା ଓ ଅଣ୍ଡା ଆମଦାନି ଉପରେ ସାଉଦି ଆରବ ସାମୟିକ କଟକଣା ଜାରି କରିଛି। ଦକ୍ଷିଣ ଭାରତରେ ବାର୍ଡ ଫ୍ଲୁ ବ୍ୟାପୀ ଥିବା ଖବର ଗତ ଡିସେମ୍ବରରେ ପ୍ରଚାର ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସାଉଦି ଆରବ ପକ୍ଷରୁ ଏହି କଟକଣା ଜାରି କରାଯାଇଛି।

ସମ୍ବନ୍ଧିତ ଖବର