ଅତ୍ୟଧିକ ଷ୍ଟେରଏଡ୍‌ ଜୀବନ ନେଇପାରେ

ନୀରଜ ମିଶ୍ର , ବରିଷ୍ଠ ବିଶେଷଜ୍ଞ

କୋଭିଡ ପରବର୍ତ୍ତୀ ସମୟରେ ବଢୁଛି ସମସ୍ୟା । ଅତ୍ୟଧିକ ଷ୍ଟେରଏଡ୍‌ ପାଇଁ ଯାଇପାରେ ଜୀବନ। ସଠିକ ସମୟରେ ସଠିକ ପରିମାଣର ଡୋଜ ନେବା ଉଚିତ। କୋଭିଡ ପରିଚାଳନା ନେଇ କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନକୁ କୋଭିଡ ହସ୍ପିଟାଲ ମାନିବା ବାଧ୍ୟତାମୂଳ। ନିୟମ ଅନୁଯାୟୀ ଚିକିତ୍ସା କରାଗଲେ ବହୁ ସମସ୍ୟା ଦୂର ହୋଇପାରିବ।

ସମ୍ବନ୍ଧିତ ଖବର