ଅଟୋ ଚାଳକଙ୍କୁ ଅପହରଣ କରି ଯୁବକ ଗିରଫ

ଭୁବନେଶ୍ୱର: ଅଟୋ ଚାଳକଙ୍କୁ ଅପହରଣ କରି ଟଙ୍କା ମାଗିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ଏମ୍‌ ସୁନ୍ଦର ରାଓ। ଏଠାରେ ସେ କ୍ରିଷ୍ଣା ଟାଓ୍ଵାରରେ ରହେ। ଅବେଶ୍ୱର ଦିଗାଲ ନାମକ ଜଣେ ଅଟୋ ଚାଳକକୁ ସେ ଅପହରଣ କରି କଟକରେ ରଖିଥିଲା। ଅବେଶ୍ୱରଙ୍କ ଝିଅର ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ କରୁଥିଲା। ଶୁକ୍ରବାର ପୁଲିସ ଆବେଶ୍ୱରକୁ ଉଦ୍ଧାର କରିବା ସହିତ ସୁନ୍ଦରକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର