ସ୍ୱସ୍ତିକ ଇଣ୍ଡିଆ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲା: ଜଗବନ୍ଧୁ ପଣ୍ଡାଙ୍କୁ ହାଇକୋର୍ଟରୁ ଜାମିନ

ଭୁବନେଶ୍ୱର: ସ୍ୱସ୍ତିକ ଇଣ୍ଡିଆ ଚିଟ୍‌ଫଣ୍ଡ ଦୁର୍ନୀତି ମାମାଲାରେ ସଂସ୍ଥାର ନିର୍ଦ୍ଦେଶକ ଜଗବନ୍ଧୁ ପଣ୍ଡାଙ୍କୁ ବୁଧବାର ସର୍ତ୍ତମୂଳକ ଜାମିନ ମିଳିଛି। ୨ଲକ୍ଷ ଟଙ୍କା ନଗଦ ଜମା ଓ ଜାମିନଦାରଙ୍କ ବଦଳରେ ହାଇକୋର୍ଟରୁ ଜାମିନ ମିଳିଛି।

ସମ୍ବନ୍ଧିତ ଖବର