୨ ଫେରାର ୱାରେଣ୍ଟି ଗିରଫ

ଜୟପୁର: ଦୁଇଟି ପୃଥକ ମାମଲାର ଜାମିନବିହୀନ ଗିରଫ ପାରୱାନା ୱାରେଣ୍ଟିଙ୍କୁ ଜୟପୁର ସଦରଥାନା ପୁଲିସ କୋର୍ଟ ଚାଳାଣ କରିଛି। ଦୁଇ ଅଭିଯୁକ୍ତ ହେଲେ ବିଷୋଇପୁଟ ଗାଁର ଜଗନ୍ନାଥ କନ୍ଧପାନ ଓ ଲେଲି ହରିଜନ। ଉଭୟଙ୍କ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଥାନା ଅଧିକାରୀ ଇଶ୍ବର ତାଣ୍ଡି ଏହି ସୂଚନା ଦେଇଛନ୍ତି।

ଜଗନ୍ନାଥ ଝଗଡ଼ା ଓ ଲେଲି ଅବକାରୀ ମାମଲାର ଅଭିଯୁକ୍ତ ଥିଲା। ଅଭିଯୋଗ ପରେ ଉଭୟ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର