ବିଜେଡିର ମୟୂରଭଞ୍ଜ ସଦର ଜିଲ୍ଲା କର୍ମକର୍ତ୍ତାଙ୍କ ନାମ ଘୋଷିତ

ରାଇରଙ୍ଗପୁର: ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏବଂ ମୟୂରଭଂଜ  ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ସୁପାରିଶ କ୍ରମେ ବିଜୁ ଜନତା ଦଳର ମୟୂରଭଞ୍ଜ ସଦରର ଜିଲ୍ଲା କର୍ମକର୍ତ୍ତାଙ୍କ ନାମ ସଦର ସଭାପତି କାଶିନାଥ ହେମ୍ବ୍ରମ ଘଷୋଣା କରିଛନ୍ତି।

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଉପସଭାପତି ଭାବେ ସୁବାଷ ମଣ୍ଡଳ, ସ୍ୱରୂପ ବେହେରା, ପାର୍ଥସାରଥୀ କବି, କରଞିଆ ନିର୍ବାଚନ ମଣ୍ଡଳୀର ଉପସଭାପତି ଭାବେ ସନ୍ତୋଷ ମହାନ୍ତ, ଯଶିପୁରର ମଙ୍ଗଲ ସିଂ ମୋଦୀ, ସାରସକଣାର ଅମରେନ୍ଦ୍ର କର, ସାଧାରଣ ସମ୍ପାଦକ ଭାବେ କରଂଜିଆ ନିର୍ବାଚନ ମଣ୍ଡଳୀର ବସନ୍ତ ପାଇବର୍ତୀ, କ୍ଷିତିପଦା ମହାନ୍ତ, ଯଶିପୁରର ଖଗେଶ୍ୱର ସାହୁ, ମାନଗୋବିନ୍ଦ ନାଏକ, ନରେଶ ଚନ୍ଦ୍ର ମହାନ୍ତି, ସାରସକଣାର ପ୍ରମେଶ୍ୱର ବେହେରା, ବୁଦ୍ଧିମାନ ମଣ୍ଡଳ, ରାଇରଙ୍ଗପୁରର ପଙ୍କଜ ରାଉତ, ସଚିନ୍ ଅଗ୍ରୱାଲ୍, ସମ୍ପାଦକ ଭାବେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଉତ୍ତମ ମହାପାତ୍ର, ରାଜେନ୍ଦ୍ର ମଲ୍ଲିକ, ଶ୍ୟାମ ଦାସ, ନିନା ଦାସ, ଫୁଲସାଇ ଦାମାନ ମାରାଣ୍ଡି, ଲାଲମହୋନ ବାରିକ, ସ୍ୱାଶତ ବଳ, ଯଶିପୁରର ଗୋପେଶ୍ୱର ଦଳେଇ, ବିପିନ ବିହାରୀ ମହାନ୍ତ, ପଙ୍କଜ ମିଶ୍ର, ବିଶ୍ୱନାଥ ସାହୁ, ଗୋବିନ୍ଦ ସୋରେନ୍, ସନ୍ତୋଷ କୁମାର ସାହୁ, କିଶୋର ଚନ୍ଦ୍ର ବେହେରା, ମନ୍ମଥ କୁମାର ଗିରି, କରଞ୍ଜିଆର ବିନୋଦ ସାହୁ, ଉପେନ୍ଦ୍ର ପଲେଇ, ବୈଲଚନ ମିଶ୍ର, ମାନସ ରଂଜନ ଆଚାର୍ଯ୍ୟ, ମହେଶ୍ୱର ନାଏକ, ସାରସକଣାର ଚିନ୍ମୟ ସାହୁ, ରଘୁନାଥ ମାଝୀ, ପ୍ରଭାକର ପରିଡା, ସୁପାଇ ଟୁଡୁ, ଦୁଲାରାମ ମାରାଣ୍ଡି, ବିଶ୍ୱଜିତ୍ ମହାନ୍ତି ପ୍ରମୁଖଙ୍କ ନାମ ଘଷୋଣା କରାଯାଇଛି।

ସମ୍ବନ୍ଧିତ ଖବର