କନ୍ଧମାଳ: ଟ୍ରକ୍‌ ଧକ୍କା ଦେବାରୁ ବାଇକ ଆରୋହୀ ମୃତ

ଫୁଲବାଣୀ: ସ୍ଥାନୀୟ ଜିରିନିପଡା ଛକଠାରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେବାରୁ ଗୁରୁବାର ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମୋହନ ପାତ୍ର (୩୫) ବୋଲି ଜଣାପଡ଼ିଛି। ମୋହନର ଘର ଫୁଲବାଣୀ ସାହିରେ ବୋଲି ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର