ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

୧୫ ଦିନ ମଧ୍ୟରେ ୫ଟି ବିଦ୍ୟାଳୟରେ ନୂତନ ନଳକୂଅ କରାନଗଲେ ରାସ୍ତା ଅବରୋଧ ସହ ଭୋଟ ବର୍ଜନ ନିଷ୍ପତ୍ତି

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କତିଙ୍ଗିଆ ଗ୍ରାମ ପଞ୍ଚାୟତର ଟିଆଙ୍ଗିଆ ଠାରେ ଅବସ୍ଥିତ ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାର ୫ଟି ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସରକାର ଏହାକୁ ୫ଟି ବିଦ୍ୟାଳୟରେ ରୂପାନ୍ତରିତ କରିଛନ୍ତି। କିନ୍ତୁ ଛାତ୍ରଛାତ୍ରୀଙ୍କ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ଥମୁନି ଅସନ୍ତୋଷ: ପ୍ରାର୍ଥୀ ବଦଳ ନେଇ ପୁଣି ପିସିସି ସଭାପତିଙ୍କ ନିକଟରେ ପହଞ୍ଚିଲେ ଅସନ୍ତୋଷ କଂଗ୍ରେସ କର୍ମୀ

ଘୁ ଉଦୟଗିରି: ଚଳିତ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆଜି ପର୍ଯ୍ୟନ୍ତ ଦଳୀୟ ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ଏବଂ ବିରୋଧ ଜାରି ରହିଥିବା ବେଳେ ଏହି କର୍ମୀମାନେ ଭୁବନେଶ୍ୱର କଂଗ୍ରେସ ଭବନରେ ପହଂଚିଲାଣି। ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ ଲୋକସଭା, ଦୁଇ ବିଧାନସଭାରେ ପ୍ରାର୍ଥୀଙ୍କୁ ଦୋହରାଇଲା ବିଜେଡ଼ି

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ୩ ବିଧାନସଭା ଓ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ଚୂଡ଼ାନ୍ତ କରିଛି। ବିଜେଡି ପ୍ରଥମେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ସାଲୁଗା ପ୍ରଧାନଙ୍କୁ ପ୍ରାର୍ଥୀ କରି ତାଙ୍କୁ ପୁନରାବୃତ୍ତି କରିଥିଲା। ସେହିଭଳି ବାଲିଗୁଡ଼ା ବିଧାନସଭା ଆସନରେ…
ଅଧିକ ଖବର ଦେଖନ୍ତୁ...

ଘୁମୁସର ଉଦୟଗିରି ନିର୍ବାଚନ ମଣ୍ଡଳୀ: ବିଜେପି ଓ କଂଗ୍ରେସରେ ଅସନ୍ତୋଷରୁ ଲାଭ ଉଠାଇ ପାରେ ବିଜେଡି

ଘୁ.ଉଦୟଗିରି: ଆସନ୍ତା ମେ’ ମାସ ୨୦ତାରିଖ ଦିନ କନ୍ଧମାଳ ସଂସଦୀୟ କ୍ଷେତ୍ର ଏବଂ ତାର ଅଧୀନରେ ଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ। ଏଥି ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। ବିଜେପି ଏବଂ…
ଅଧିକ ଖବର ଦେଖନ୍ତୁ...

ଘୁମୁସର ଉଦୟଗିରିକୁ ଉପଖଣ୍ଡ କରିବା ନିମନ୍ତେ ପ୍ରତିଶ୍ରୁତି ଦେଉଛି: ବିଜେପିର କନ୍ଧମାଳ ଲୋକସଭା ପ୍ରାର୍ଥୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିକୁ ଉପଖଣ୍ଡ କରିବା ନିମନ୍ତେ ପ୍ରତିଶ୍ରୁତି ଦେଉଛି। ଏହାସହ ଏହି ଅଞ୍ଚଳରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଯଥା ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ କୃଷିର ବିକାଶ ପାଇଁ ଉଦ୍ୟମ କରିବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାରେ ରାମଙ୍କୁ ଦର୍ଶନ କରିବାକୁ ଯାଇଥିବା ଯାତ୍ରୀଙ୍କ ପ୍ରାଣହାନି, ଜଣେ ନିଖୋଜ  

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରୁ ୪୨୦ ଜଣ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥୁବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଛନ୍ତି। ମୃତକ ହେଲେ ଦାରିଙ୍ଗବାଡ଼ି ପଞ୍ଚାୟତର ଗୋବିନ୍ଦ ସାହୁ ଓ ନିଖୋଜ ବ୍ୟକ୍ତି ହେଲେ ସିମନବାଡ଼ି ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ପ୍ରଫୁଲ୍ଲ ପ୍ରଧାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ କଂଗ୍ରେସ ଜାତୀୟ କାର୍ଯ୍ୟକାରୀ ପର୍ଯ୍ୟବେକ୍ଷକଙ୍କୁ ଅଭିଯୋଗ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିର ବ୍ୟବସାୟୀ ସଂଘ ସଭାଗୃହ ଠାରେ କଂଗ୍ରେସର ସ୍ଥାନୀୟ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳ ପକ୍ଷରୁ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା ପର ଠାରୁ ସ୍ଥାନୀୟ ଅଞ୍ଚଳରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ପଦ୍ମନାଭଙ୍କୁ ଖୋଲା ବିରୋଧ: ଫୁଲବାଣୀ ରାଜନୀତିରେ ମୁଣ୍ଡ ନ ପୂରାଇବାକୁ ନେତା ଓ କର୍ମୀଙ୍କ ଚେତାବନୀ

ଫୁଲବାଣୀ: ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ବୀରମହାରାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମର୍ଥକ ଜୟଶ୍ରୀ କହଁରଙ୍କୁ ପ୍ରାର୍ଥୀ କରିବା ଦିନଠୁ ଦଳ ମଧ୍ୟରେ ବିଦ୍ରୋହ ବଢ଼ିବାରେ ଲାଗିଛି। ପଦ୍ମନାଭଙ୍କୁ ଖୋଲା ବିରୋଧ କରିବା ସହିତ ଏଠାକାର…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଲେ ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ

ଘୁ.ଉଦୟଗିରି: ସ୍ଥାନୀୟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ କଂଗ୍ରେସ ଦଳ ଛାଡ଼ି ଆଜି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ବିଜେପି ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି।ନିର୍ବାଚନରେ ସେ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ହେବା ନିମନ୍ତେ…
ଅଧିକ ଖବର ଦେଖନ୍ତୁ...

ରାଇକିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦଣ୍ଡନାଚ ଦେଖି ଘରକୁ ଫେରୁଥିବା ବେଳେ ଚାଲିଗଲା ୩ ଯୁବକଙ୍କ ଜୀବନ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ତିନିଜଣଙ୍କର ପ୍ରାଣହାନି ଘଟିଛି। ତିନି ମୃତକ ହେଲେ ବସନ୍ତ ପଣ୍ଡା(୩୦), କୁଶଳ ଦିଗାଳ(୨୫) ଓ ବ୍ରହ୍ମାନନ୍ଦ ଭୋଇ(୨୫)। ଏମାନେ ସମସ୍ତେ…
ଅଧିକ ଖବର ଦେଖନ୍ତୁ...