ରାୟଗଡ଼ା: ଯାନ୍ତ୍ରିକ ତୃଟି ଯୋଗୁଁ ମାଲବାହୀ ଟ୍ରେନ୍ ଅଟକିଯିବାରୁ ମଙ୍ଗଳବାର ରାତିରେ ୨ଟି ଯାତ୍ରିବାହୀ ଟ୍ରେନ୍ ଆଗକୁ ଯାଇ ପାରୁ ନାହିଁ। ମିଳିଥିବା ସୂଚନା ଅନୁସାରେ ସମଲେଶ୍ୱରୀ ଏକ୍ସପ୍ରେସ ଭାଲୁମସ୍କା ଠାରେ ଅଟକିଥିବା ବେଳେ ହୀରାଖଣ୍ଡ ଏକ୍ସପ୍ରେସ୍ ଟିକିରି ଠାରେ ଅଟକିଛି।