ଆର୍‌ଏମ୍‌ସି ଗେଟ୍‌ରେ ତାଲା ପକାଇ ଶ୍ରମିକଙ୍କ ଧାରଣା

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକାସ୍ଥିତ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଧାନମଣ୍ଡିକୁ ଚାଷୀଙ୍କ ଧାନ ନ ଆଣି ସିଧାସଳଖ ମିଲ୍‌କୁ ପଠାଇଦିଆଯାଉଛି। ଫଳରେ ଆର୍‌ଏମ୍‌ସି ମଣ୍ଡିରେ ନିୟୋଜିତ ଶ୍ରମିକମାନେ ଲୋଡିଂ ଅନ୍‌ଲୋଡିଂ ବାବଦ ପ୍ରାପ୍ୟରୁ ବଞ୍ଚିତ ହେଉଛନ୍ତି। ତେଣୁ ଏହାର ପ୍ରତିବାଦରେ ଏହି ଶ୍ରମିକମାନେ ସୋମବାର ଆର୍‌ଏମ୍‌ସି ଗେଟ୍‌ରେ ତାଲା ପକାଇ ଧାରଣା ଦେଇଛନ୍ତି।

ସମ୍ବନ୍ଧିତ ଖବର